Exodus 30:24 — Compare Translations

5 translations compared side by side

Odia - 1840
"କାଶିଆର 500 ଶକେଲ ସଂଗ୍ରହ କର। ଯେତବେେଳେ ଏହିସବୁ ଓଜନ କରୁଛ, କାର୍ୟ୍ଯାଳଯ ମାପ ବ୍ଯବହାର କର। ଆଉ ମଧ୍ଯ ଏକ ହୀନ ଅଲିଭ ତୈଳ ସଂଗ୍ରହ କର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଓ ପାଞ୍ଚଶତ ଶେକଲ ଗୁଡ଼ତ୍ଵକ୍ଓ ଏକ ହିନ୍ ଜୀତ ତୈଳ ସଂଗ୍ରହ କରିବ ।
Odia Bible ERV 2004 (ପବିତ୍ର ବାଇବଲ)
କାଶିଆର 500 ଶେକଲ ସଂଗ୍ରହ କର। ଯେତେବେଳେ ଏହିସବୁ ଓଜନ କରୁଛ, କାର୍ଯ୍ୟାଳୟ ମାପ ବ୍ୟବହାର କର। ଆଉ ମଧ୍ୟ ଏକ ହୀନ ଅଲିଭ ତୈଳ ସଂଗ୍ରହ କର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପାଞ୍ଚ ଶହ ଶେକଲ ଗୁଡ଼ତ୍ୱକ୍‍ ଓ ଏକ ହିନ୍‍ ଜୀତ ତୈଳ ସଂଗ୍ରହ କରିବ।
Odia IRV 2017 (ଓଡିଆ ବାଇବେଲ)
ପାଞ୍ଚଶତ ଶେକଲ ଗୁଡ଼ତ୍ୱକ୍‍ ଓ ଏକ ହିନ୍‍ ଜୀତ ତୈଳ ସଂଗ୍ରହ କରିବ।