Exodus 30:26 — Compare Translations

5 translations compared side by side

Odia - 1840
"ଏହା ନଇେ ତୁମ୍ଭମାନେେ ସମାଗମ ତମ୍ବୁ ଓ ନିଯମ-ସିନ୍ଦୁକ ଉପରେ ସିଞ୍ଚନ କର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତାହା ତୁମ୍ଭେ ନେଇ ସମାଗମ-ତମ୍ଵୁ ଓ ସାକ୍ଷ୍ୟସିନ୍ଦୁକ,
Odia Bible ERV 2004 (ପବିତ୍ର ବାଇବଲ)
ଏହା ନେଇ ତୁମ୍ଭେମାନେ ସମାଗମ-ତମ୍ବୁ ଓ ନିୟମ-ସିନ୍ଦୁକ ଉପରେ ସିଞ୍ଚନ କର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତାହା ତୁମ୍ଭେ ନେଇ ସମାଗମ-ତମ୍ବୁ ଓ ସାକ୍ଷ୍ୟ-ସିନ୍ଦୁକ,
Odia IRV 2017 (ଓଡିଆ ବାଇବେଲ)
ତାହା ତୁମ୍ଭେ ନେଇ ସମାଗମ-ତମ୍ବୁ ଓ ସାକ୍ଷ୍ୟ ସିନ୍ଦୁକ,