Exodus 31:8 — Compare Translations

5 translations compared side by side

Odia - 1840
"ମଜେ ଏବଂ ଏହା ଉପରିସ୍ଥ ସମସ୍ତ ବସ୍ତୁ,"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ମେଜ ଓ ତହିଁର ପାତ୍ରାଦି ଓ ନିର୍ମଳ ଦୀପବୃକ୍ଷ ଓ ତହିଁର ସମସ୍ତ ପାତ୍ର ଓ ଧୂପବେଦି
Odia Bible ERV 2004 (ପବିତ୍ର ବାଇବଲ)
ମେଜ ଏବଂ ଏହା ଉପରିସ୍ଥ ସମସ୍ତ ବସ୍ତୁ, ଶୁଦ୍ଧ ସୁବର୍ଣ୍ଣ ଦୀପ ଓ ତା’ର ସମସ୍ତ ଧୂପ ଜାଳିବା ପାଇଁ ବେଦି,
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ମେଜ, ତହିଁର ପାତ୍ରାଦି, ନିର୍ମଳ ସ୍ୱର୍ଣ୍ଣ ଦୀପବୃକ୍ଷ, ତହିଁର ସମସ୍ତ ପାତ୍ର, ଧୂପବେଦି,
Odia IRV 2017 (ଓଡିଆ ବାଇବେଲ)
ଆଉ ମେଜ, ତହିଁର ପାତ୍ରାଦି, ନିର୍ମଳ ସ୍ୱର୍ଣ୍ଣ ଦୀପବୃକ୍ଷ, ତହିଁର ସମସ୍ତ ପାତ୍ର, ଧୂପବେଦି,