Exodus 32:18 — Compare Translations

5 translations compared side by side

Odia - 1840
"ମାଶାେ ଉତ୍ତର ଦେଲେ, ଏହା ସୈନ୍ଯମାନଙ୍କର ଜଯଧ୍ବନିର ଶବ୍ଦ ନୁହେଁ। କିମ୍ବା ପରାଜଯର ଶବ୍ଦ ମଧ୍ଯ ନୁହେଁ। ମୁଁ ଗାଯନର ଶବ୍ଦ ଶୁଣି ପାରୁଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହିଁରେ ସେ କହିଲେ, ଏହା ଜୟଧ୍ଵନିର ଶଦ୍ଦ ନୁହେଁ, କିଅବା ପରାଜୟ ସ୍ଵରର ଶଦ୍ଦ ନୁହେଁ, ମାତ୍ର ମୁଁ ଗାୟନର ଶଦ୍ଦ ଶୁଣୁଅଛି ।
Odia Bible ERV 2004 (ପବିତ୍ର ବାଇବଲ)
ମୋଶା ଉତ୍ତର ଦେଲେ, “ଏହା ସୈନ୍ୟମାନଙ୍କର ଜୟଧ୍ୱନିର ଶବ୍ଦ ନୁହେଁ। କିମ୍ବା ପରାଜୟର ଶବ୍ଦ ମଧ୍ୟ ନୁହେଁ। ମୁଁ ଗାୟନର ଶବ୍ଦ ଶୁଣି ପାରୁଛି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହିଁରେ ସେ କହିଲେ, “ଏହା ଜୟଧ୍ୱନିର ଶବ୍ଦ ନୁହେଁ, କିଅବା ପରାଜୟ ସ୍ୱରର ଶବ୍ଦ ନୁହେଁ, ମାତ୍ର ମୁଁ ଗାୟନର ଶବ୍ଦ ଶୁଣୁଅଛି।”
Odia IRV 2017 (ଓଡିଆ ବାଇବେଲ)
ତହିଁରେ ସେ କହିଲେ, “ଏହା ଜୟଧ୍ୱନିର ଶବ୍ଦ ନୁହେଁ, କିଅବା ପରାଜୟ ସ୍ୱରର ଶବ୍ଦ ନୁହେଁ, ମାତ୍ର ମୁଁ ଗାୟନର ଶବ୍ଦ ଶୁଣୁଅଛି।”