Exodus 35:14 — Compare Translations
5 translations compared side by side
Odia - 1840
"ଦୀପ୍ତି ନିମନ୍ତେ ଦୀପରୂଖା, ତହିଁର ପାତ୍ର, ଦୀପ ଓ ଦୀପ ପାଇଁ ତୈଳ,"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ଦୀପ୍ତି ନିମନ୍ତେ ଦୀପବୃକ୍ଷ ଓ ତହିଁର ପାତ୍ର ଓ ପ୍ରଦୀପ ଓ ଦୀପାର୍ଥକ ତୈଳ,
Odia Bible ERV 2004 (ପବିତ୍ର ବାଇବଲ)
ଦୀପ୍ତି ନିମନ୍ତେ ଦୀପରୁଖା, ତହିଁର ପାତ୍ର, ଦୀପ ଓ ଦୀପ ପାଇଁ ତୈଳ,
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଦୀପ୍ତି ନିମନ୍ତେ ଦୀପବୃକ୍ଷ, ତହିଁର ପାତ୍ର, ପ୍ରଦୀପ ଓ ଦୀପାର୍ଥକ ତୈଳ,
Odia IRV 2017 (ଓଡିଆ ବାଇବେଲ)
ପୁଣି, ଦୀପ୍ତି ନିମନ୍ତେ ଦୀପବୃକ୍ଷ, ତହିଁର ପାତ୍ର, ପ୍ରଦୀପ ଓ ଦୀପାର୍ଥକ ତୈଳ,