Exodus 35:16 — Compare Translations

5 translations compared side by side

Odia - 1840
"ନବୈେଦ୍ଯ ଉତ୍ସର୍ଗ ନିମନ୍ତେ ୟଜ୍ଞବଦେୀ ତାର କଂସା ଜାଲି, ସାଙ୍ଗୀ ଓ ତାର ସାମଗ୍ରୀ, ପ୍ରକ୍ଷାଳନ ପାତ୍ର ଏବଂ ତାର ଆଧାର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ହୋମବେଦି ଓ ତହିଁର ପିତ୍ତଳ ଝାଞ୍ଜିରୀ ଓ ସାଙ୍ଗୀ ଓ ପାତ୍ରସକଳ ଓ ପ୍ରକ୍ଷାଳନପାତ୍ର ଓ ତହିଁର ବୈଠିକି,
Odia Bible ERV 2004 (ପବିତ୍ର ବାଇବଲ)
ନୈବେଦ୍ୟ ଉତ୍ସର୍ଗ ନିମନ୍ତେ ଯଜ୍ଞବେଦି ତାର କଂସା ଜାଲି, ସାଙ୍ଗୀ ଓ ତାର ସାମଗ୍ରୀ, ପ୍ରକ୍ଷାଳନ ପାତ୍ର ଏବଂ ତାର ଆଧାର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ହୋମବେଦି, ତହିଁର ପିତ୍ତଳ-ଝାଞ୍ଜିରୀ, ସାଙ୍ଗୀ, ପାତ୍ରସକଳ, ପ୍ରକ୍ଷାଳନ-ପାତ୍ର ଓ ତହିଁର ବୈଠିକି,
Odia IRV 2017 (ଓଡିଆ ବାଇବେଲ)
ପୁଣି, ହୋମବେଦି, ତହିଁର ପିତ୍ତଳ ଝାଞ୍ଜିରୀ, ସାଙ୍ଗୀ, ପାତ୍ରସକଳ, ପ୍ରକ୍ଷାଳନ ପାତ୍ର ଓ ତହିଁର ବୈଠିକି,