Exodus 35:21 — Compare Translations
5 translations compared side by side
Odia - 1840
"ସମସ୍ତ ଲୋକମାନେ ସଦାପ୍ରଭୁଙ୍କ ନିକଟକୁ ଉପହାର ଆଣିଲେ। ଯେ ହତେୁ ସମାନଙ୍କେର ହୃଦଯ ଉଦାର ହାଇଗେଲା। ଏହି ସମସ୍ତ ଉପହାର ଦ୍ରବ୍ଯ ତମ୍ବୁ ରେ ଥିବା ସମସ୍ତ ଦ୍ରବ୍ଯ, ସମାଗମ ତମ୍ବୁ ଭିତ ରେ ଥିବା ଅନ୍ଯାନ୍ଯ ସାମଗ୍ରୀ ଓ ବିଶଷେ ବସ୍ତ୍ର ତିଆରି କରିବା ରେ ବ୍ଯବହୃତ ହେଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ଯାହାର ମନ ଯାହାକୁ ପ୍ରବର୍ତ୍ତାଇଲା ଓ ଯାହାର ଆତ୍ମା ଯାହାକୁ ଇଚ୍ଛୁକ କଲା, ସେମାନେ ସମାଗମ-ତମ୍ଵୁ ନିର୍ମାଣ ନିମନ୍ତେ ଓ ତତ୍ସମ୍ଵନ୍ଧୀୟ ସମସ୍ତ କାର୍ଯ୍ୟ ଓ ପବିତ୍ର ବସ୍ତ୍ର ନିମନ୍ତେ ସଦାପ୍ରଭୁଙ୍କର ଉପହାର ଆଣିଲେ ।
Odia Bible ERV 2004 (ପବିତ୍ର ବାଇବଲ)
ସମସ୍ତ ଲୋକମାନେ ସଦାପ୍ରଭୁଙ୍କ ନିକଟକୁ ଉପହାର ଆଣିଲେ। ଯେହେତୁ ସେମାନଙ୍କର ହୃଦୟ ଉଦାର ହୋଇଗଲା। ଏହି ସମସ୍ତ ଉପହାର ଦ୍ରବ୍ୟ ତମ୍ବୁରେ ଥିବା ସମସ୍ତ ଦ୍ରବ୍ୟ, ସମାଗମ-ତମ୍ବୁ ଭିତରେ ଥିବା ଅନ୍ୟାନ୍ୟ ସାମଗ୍ରୀ ଓ ବିଶେଷ ବସ୍ତ୍ର ତିଆରି କରିବାରେ ବ୍ୟବହୃତ ହେଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଯାହାର ମନ ଯାହାକୁ ପ୍ରବର୍ତ୍ତାଇଲା ଓ ଯାହାର ଆତ୍ମା ଯାହାକୁ ଇଚ୍ଛୁକ କଲା, ସେମାନେ ସମାଗମ-ତମ୍ବୁ ନିର୍ମାଣ ନିମନ୍ତେ ଓ ତତ୍ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ଓ ପବିତ୍ର ବସ୍ତ୍ର ନିମନ୍ତେ ସଦାପ୍ରଭୁଙ୍କର ଉପହାର ଆଣିଲେ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ଯାହାର ମନ ଯାହାକୁ ପ୍ରବର୍ତ୍ତାଇଲା ଓ ଯାହାର ଆତ୍ମା ଯାହାକୁ ଇଚ୍ଛୁକ କଲା, ସେମାନେ ସମାଗମ-ତମ୍ବୁ ନିର୍ମାଣ ନିମନ୍ତେ ଓ ତତ୍ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ଓ ପବିତ୍ର ବସ୍ତ୍ର ନିମନ୍ତେ ସଦାପ୍ରଭୁଙ୍କର ଉପହାର ଆଣିଲେ।