Exodus 35:30 — Compare Translations
5 translations compared side by side
Odia - 1840
"ଏହାପରେ ମାଶାେ ଇଶ୍ରାୟେଲର ଲୋକମାନଙ୍କୁ କହିଲେ, ଦେଖ, ସଦାପ୍ରଭୁ ବତ୍ସଲଲକେୁ ମନୋନୀତ କଲେ। ୟିଏ ୟିହୂଦା ପରିବାରବର୍ଗର ଅନ୍ତଭୁର୍କ୍ତ ଅଟେ। ବତ୍ସଲଲେ ଊରିର ପୁତ୍ର ଏବଂ ଊରି ଦୂରର ପୁତ୍ର ଅଟେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅନନ୍ତର ମୋଶା ଇସ୍ରାଏଲ-ସନ୍ତାନଗଣଙ୍କୁ ଆହୁରି କହିଲେ, ଦେଖ, ସଦାପ୍ରଭୁ ଯିହୁଦାବଂଶୀୟ ହୂରର ପୌତ୍ର ଊରିର ପୁତ୍ର ବତ୍ସଲେଲକୁ ନାମ ଧରି ଡାକିଲେ।
Odia Bible ERV 2004 (ପବିତ୍ର ବାଇବଲ)
ବତ୍ସଲେଲ ଓ ଅହଲୀୟାବ ଏହା ପରେ ମୋଶା ଇସ୍ରାଏଲର ଲୋକମାନଙ୍କୁ କହିଲେ, “ଦେଖ, ସଦାପ୍ରଭୁ ବତ୍ସଲେଲକୁ ମନୋନୀତ କଲେ। ଯିଏ ଯିହୁଦା ପରିବାରବର୍ଗର ଅନ୍ତର୍ଭୁକ୍ତ ଅଟେ। ବତ୍ସଲେଲ ଊରିର ପୁତ୍ର ଏବଂ ଊରି ହୂରର ପୁତ୍ର ଅଟେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିଉତ୍ତାରେ ମୋଶା ଇସ୍ରାଏଲ-ସନ୍ତାନଗଣଙ୍କୁ ଆହୁରି କହିଲେ, “ଦେଖ, ସଦାପ୍ରଭୁ ଯିହୁଦା ବଂଶୀୟ ହୂରର ପୌତ୍ର ଊରିର ପୁତ୍ର ବତ୍ସଲେଲକୁ ନାମ ଧରି ଡାକିଅଛନ୍ତି।
Odia IRV 2017 (ଓଡିଆ ବାଇବେଲ)
ଏଥିଉତ୍ତାରେ ମୋଶା ଇସ୍ରାଏଲ-ସନ୍ତାନଗଣଙ୍କୁ ଆହୁରି କହିଲେ, “ଦେଖ, ସଦାପ୍ରଭୁ ଯିହୁଦା ବଂଶୀୟ ହୂରର ପୌତ୍ର ଊରିର ପୁତ୍ର ବତ୍ସଲେଲକୁ ନାମ ଧରି ଡାକିଅଛନ୍ତି।”