Exodus 35:34 — Compare Translations
5 translations compared side by side
Odia - 1840
"ସଦାପ୍ରଭୁ ବତ୍ସଲଲେ ଓ ଅହଲୀଯାବକୁ ପ୍ରବୃତ୍ତ ଦେଲେ ଯେଉଁଥି ରେ ସମାନେେ ଲୋକମାନଙ୍କୁ ଏ ବିଷଯ ରେ ଶିକ୍ଷା ଦଇେ ପାରିବେ। ଅହଲୀଯାବ ଥିଲେ ଅହୀଷାମଙ୍କର ପୁତ୍ର, ୟିଏ କି ଦାନ ପରିବାରବର୍ଗ ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ଶିକ୍ଷା ଦେବା ପାଇଁ ତାହାର ଓ ଦାନବଂଶୀୟ ଅହୀଷାମକର ପୁତ୍ର ଅହଲୀୟାବର ମନରେ ପ୍ରବୃତ୍ତି ଦେଲେ ।
Odia Bible ERV 2004 (ପବିତ୍ର ବାଇବଲ)
ସଦାପ୍ରଭୁ ବତ୍ସଲେଲ ଓ ଅହଲୀୟାବକୁ ପ୍ରବୃତ୍ତ ଦେଲେ ଯେଉଁଥିରେ ସେମାନେ ଲୋକମାନଙ୍କୁ ଏ ବିଷୟରେ ଶିକ୍ଷା ଦେଇ ପାରିବେ। ଅହଲୀୟାବ ଥିଲେ ଅହୀଷାମଙ୍କର ପୁତ୍ର, ଯିଏ କି ଦାନ୍ ବଂଶର ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଶିକ୍ଷା ଦେବା ପାଇଁ ତାହାର ଓ ଦାନ୍ ବଂଶୀୟ ଅହୀଷାମକର ପୁତ୍ର ଅହଲୀୟାବର ମନରେ ପ୍ରବୃତ୍ତି ଦେଲେ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ଶିକ୍ଷା ଦେବା ପାଇଁ ତାହାର ଓ ଦାନ୍ ବଂଶୀୟ ଅହୀଷାମକର ପୁତ୍ର ଅହଲୀୟାବର ମନରେ ପ୍ରବୃତ୍ତି ଦେଲେ।