Exodus 35:9 — Compare Translations

5 translations compared side by side

Odia - 1840
"ଗୋମଦେକ ମଣି ଏବଂ ଅନ୍ଯାନ୍ଯ ଅଳଙ୍କାର ଏଫୋଦ୍ ଓ ବିଚାରାର୍ଥକ ବୁକୁପଟା ରେ ଖଚିତ କରିବା ପାଇଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ଏଫୋଦ ଓ ବୁକୁପଟା ନିମନ୍ତେ ଗୋମେଦକ ମଣି ପ୍ରଭୃତି ଖଚନୀୟ ପ୍ରସ୍ତର, ଏହି ସମସ୍ତ ସଦାପ୍ରଭୁଙ୍କର ଉପହାର ଆଣିବ ।
Odia Bible ERV 2004 (ପବିତ୍ର ବାଇବଲ)
ଗୋମେଦକମଣି ଏବଂ ଅନ୍ୟାନ୍ୟ ଅଳଙ୍କାର ଏଫୋଦ ଓ ବିଗ୍ଭରାର୍ଥକ ବୁକୁପଟାରେ ଖଚିତ କରିବା ପାଇଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଏଫୋଦ ଓ ବୁକୁପଟା ନିମନ୍ତେ ଗୋମେଦକ ମଣି ପ୍ରଭୃତି ଖଚନୀୟ ପ୍ରସ୍ତର, ଏହି ସମସ୍ତ ସଦାପ୍ରଭୁଙ୍କର ଉପହାର ଆଣିବ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ଏଫୋଦ ଓ ବୁକୁପଟା ନିମନ୍ତେ ଗୋମେଦକ ମଣି ପ୍ରଭୃତି ଖଚନୀୟ ପ୍ରସ୍ତର, ଏହି ସମସ୍ତ ସଦାପ୍ରଭୁଙ୍କର ଉପହାର ଆଣିବ।