Exodus 36:19 — Compare Translations

5 translations compared side by side

Odia - 1840
"ଏହାପରେ ସମାନେେ ଆଉ ଦୁଇଟି ୟବନିକା ପ୍ରସ୍ତୁତ କଲେ ସହେି ପବିତ୍ର ତମ୍ବୁ ପାଇଁ, ସମାନେେ ଗୋଟିଏ ଛାତ ରକ୍ତୀ କୃତ ଶିଶୁକ ଚର୍ମ ରେ ତିଆରି କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ସେ ରକ୍ତୀକୃତ ମେଷ ଚର୍ମରେ ତମ୍ଵୁର ଏକ ଛାତ ଓ ତହିଁ ଉପରେ ଶିଶୁକ ଚର୍ମର ଏକ ଛାତ ପ୍ରସ୍ତୁତ କଲେ।
Odia Bible ERV 2004 (ପବିତ୍ର ବାଇବଲ)
ଏହା ପରେ ସେମାନେ ଆଉ ଦୁଇଟି ଯବନିକା ପ୍ରସ୍ତୁତ କଲେ ସେହି ପବିତ୍ର ତମ୍ବୁ ପାଇଁ, ସେମାନେ ଗୋଟିଏ ଛାତ ରକ୍ତୀ କୃତ ଶିଶୁକଚର୍ମରେ ତିଆରି କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ସେ ରକ୍ତୀକୃତ ମେଷ ଚର୍ମରେ ତମ୍ବୁର ଏକ ଛାତ ଓ ତହିଁ ଉପରେ ଶିଶୁକ ଚର୍ମର ଏକ ଛାତ ପ୍ରସ୍ତୁତ କଲେ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ସେ ରକ୍ତୀକୃତ ମେଷ ଚର୍ମରେ ତମ୍ବୁର ଏକ ଛାତ ଓ ତହିଁ ଉପରେ ଶିଶୁକ ଚର୍ମର ଏକ ଛାତ ପ୍ରସ୍ତୁତ କଲେ।