Exodus 37:16 — Compare Translations

5 translations compared side by side

Odia - 1840
"ତା'ପରେ ସେ ଥାଳି, ଚାମଚ, ଗରା, ଗଡୁ ସବୁକୁ ସୁବର୍ଣ୍ଣ ରେ ତିଆରି କଲେ। ସହେି ଗରା ଓ ଗଡୁସବୁ ପଯେ ନବୈେଦ୍ଯ ଢାଳିବା ରେ ବ୍ଯବହୃତ ହୁଏ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆହୁରି, ସେ ମେଜର ଉପରିସ୍ଥିତ ପାତ୍ରସକଳ, ଅର୍ଥାତ୍, ତହିଁର ଥାଳୀଓ ଚମସ ଓ ପାତ୍ର, ଢାଳିବା ନିମନ୍ତେ ଗଡ଼ୁସକଳ ନିର୍ମଳ ସୁବର୍ଣ୍ଣରେ ନିର୍ମାଣ କଲେ ।
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ସେ ଥାଳି, ଗ୍ଭମଚ, ଗରା, ଗଡ଼ୁ ସବୁକୁ ସୁବର୍ଣ୍ଣରେ ତିଆରି କଲେ। ସେହି ଗରା ଓ ଗଡ଼ୁସବୁ ପେୟନୈବେଦ୍ୟ ଢାଳିବାରେ ବ୍ୟବହୃତ ହୁଏ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆହୁରି, ସେ ମେଜର ଉପରିସ୍ଥିତ ପାତ୍ରସକଳ, ଅର୍ଥାତ୍‍, ତହିଁର ଥାଳୀ ଓ ଚାମଚ ଓ ପାତ୍ର, ଢାଳିବା ନିମନ୍ତେ ଗଡ଼ୁସକଳ ନିର୍ମଳ ସୁବର୍ଣ୍ଣରେ ନିର୍ମାଣ କଲେ।
Odia IRV 2017 (ଓଡିଆ ବାଇବେଲ)
ଆହୁରି, ସେ ମେଜର ଉପରିସ୍ଥିତ ପାତ୍ରସକଳ, ଅର୍ଥାତ୍‍, ତହିଁର ଥାଳୀ ଓ ଚାମଚ ଓ ପାତ୍ର, ଢାଳିବା ନିମନ୍ତେ ଗଡ଼ୁସକଳ ନିର୍ମଳ ସୁବର୍ଣ୍ଣରେ ନିର୍ମାଣ କଲେ।

Recommended Reading