Exodus 37:28 — Compare Translations

5 translations compared side by side

Odia - 1840
"ସେ ସହେି ସାଙ୍ଗୀଗୁଡିକ ଶିଟୀମ୍ କାଠା ରେ ନିର୍ମାଣ କରି ସେଥି ରେ ସୁବର୍ଣ୍ଣର ଛାଉଣୀ ଦଇେଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ଶିଟୀମ୍ କାଷ୍ଠରେ ସାଙ୍ଗୀ କଲେଓ ତାହା ସୁବର୍ଣ୍ଣରେ ମଡ଼ାଇଲେ ।
Odia Bible ERV 2004 (ପବିତ୍ର ବାଇବଲ)
ସେ ସେହି ସାଙ୍ଗୀଗୁଡ଼ିକ ଶିଟୀମ୍ କାଠରେ ନିର୍ମାଣ କରି ସେଥିରେ ସୁବର୍ଣ୍ଣର ଛାଉଣି ଦେଇଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ଶିଟୀମ୍‍ କାଷ୍ଠରେ ସାଙ୍ଗୀ କଲେ ଓ ତାହା ସୁବର୍ଣ୍ଣରେ ମଡ଼ାଇଲେ।
Odia IRV 2017 (ଓଡିଆ ବାଇବେଲ)
ଆଉ ଶିଟୀମ୍‍ କାଷ୍ଠରେ ସାଙ୍ଗୀ କଲେ ଓ ତାହା ସୁବର୍ଣ୍ଣରେ ମଡ଼ାଇଲେ।