Exodus 38:25 — Compare Translations

5 translations compared side by side

Odia - 1840
"ଯେତେ ଲୋକ ଗଣିତ ହାଇେଥିଲେ, ସମାନେେ 100 ଶକେଲ ସୁବର୍ଣ୍ଣ ଓ 1,775 ଶକେଲ ରୂପା କାର୍ୟ୍ଯାଳଯ ମାପ ଦ୍ବାରା ପବିତ୍ର ସ୍ଥାନ ପାଇଁ ଓଜନ କରାଗଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ମଣ୍ତଳୀର ଗଣିତ ଲୋକଙ୍କର ରୂପା ପବିତ୍ର ସ୍ଥାନର ଶେକଲାନୁସାରେ ଏକଶହ ମହଣ ଏକ ସହସ୍ର ସାତଶହ ପଞ୍ଚସ୍ତରି ଶେକଲ ଥିଲା ।
Odia Bible ERV 2004 (ପବିତ୍ର ବାଇବଲ)
ଯେତେ ଲୋକ ଗଣିତ ହୋଇଥିଲେ, ସେମାନେ 100 ଶେକଲ ସୁବର୍ଣ୍ଣ ଓ 1775 ଶେକଲ ରୂପା କାର୍ଯ୍ୟାଳୟ ମାପ ଦ୍ୱାରା ପବିତ୍ର ସ୍ଥାନ ପାଇଁ ଓଜନ କରାଗଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ମଣ୍ଡଳୀର ଗଣିତ ଲୋକଙ୍କର ରୂପା ପବିତ୍ର ସ୍ଥାନର ଶେକଲାନୁସାରେ ଏକ ଶହ ତାଳନ୍ତ ଏକ ସହସ୍ର ସାତ ଶହ ପଞ୍ଚସ୍ତରି ଶେକଲ ଥିଲା।
Odia IRV 2017 (ଓଡିଆ ବାଇବେଲ)
ପୁଣି, ମଣ୍ଡଳୀର ଗଣିତ ଲୋକଙ୍କର ରୂପା ପବିତ୍ର ସ୍ଥାନର ଶେକଲାନୁସାରେ ଏକଶହ ତାଳନ୍ତ ଏକ ସହସ୍ର ସାତଶହ ପଞ୍ଚସ୍ତରି ଶେକଲ ଥିଲା।