Exodus 38:4 — Compare Translations
5 translations compared side by side
Odia - 1840
"ଏହାପରେ ସେ ୟଜ୍ଞବଦେୀ ପାଇଁ କଂସାର ଜାଲି ପ୍ରସ୍ତୁତ କଲେ ଏବଂ ୟଜ୍ଞବଦେୀର ଧାର ରେ ବାନ୍ଧିଲେ। ଯାହାକି ୟଜ୍ଞବଦେୀର ମଝି ପର୍ୟ୍ଯନ୍ତ ଆସିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହି ବେଦିର ବେଢ଼ ତଳେ ନିମ୍ନରୁ ମଧ୍ୟ ପର୍ଯ୍ୟନ୍ତ ପିତ୍ତଳନିର୍ମିତ ଜାଲି ଝାଞ୍ଜିରୀ କଲେ ।
Odia Bible ERV 2004 (ପବିତ୍ର ବାଇବଲ)
ଏହା ପରେ ସେ ଯଜ୍ଞବେଦି ପାଇଁ କଂସାର ଜାଲି ପ୍ରସ୍ତୁତ କଲେ ଏବଂ ଯଜ୍ଞବେଦିର ଧାରରେ ବାନ୍ଧିଲେ। ଯାହାକି ଯଜ୍ଞବେଦିର ମଝି ପର୍ଯ୍ୟନ୍ତ ଆସିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହି ବେଦିର ବେଢ଼ ତଳେ ନିମ୍ନରୁ ମଧ୍ୟ ପର୍ଯ୍ୟନ୍ତ ପିତ୍ତଳ ନିର୍ମିତ ଜାଲି ଝାଞ୍ଜିରୀ କଲେ।
Odia IRV 2017 (ଓଡିଆ ବାଇବେଲ)
ଏହି ବେଦିର ବେଢ଼ ତଳେ ନିମ୍ନରୁ ମଧ୍ୟ ପର୍ଯ୍ୟନ୍ତ ପିତ୍ତଳ ନିର୍ମିତ ଜାଲି ଝାଞ୍ଜିରୀ କଲେ।
Recommended Reading