Exodus 39:10 — Compare Translations

5 translations compared side by side

Odia - 1840
"ତାକୁ ଚାରି ପକ୍ତି ମଣି ରେ ଖଚିତ କଲେ। ତାହାର ପ୍ରଥମ ପଂକ୍ତି ରେ ଚୁଣି, ପିତମଣି ଓ ମରକତ ଇତ୍ଯାଦି ରଖିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ତାହା ଚାରି ପଂକ୍ତି ମଣିରେ ଖଚିତ କଲେ; ତହିଁର ପ୍ରଥମ ପଂକ୍ତିରେ ଚୁଣି ଓ ପୀତମଣି ଓ ମରକତ,
Odia Bible ERV 2004 (ପବିତ୍ର ବାଇବଲ)
ତାକୁ ଗ୍ଭରି ପକ୍ତି ମଣିରେ ଖଚିତ କଲେ। ତାହାର ପ୍ରଥମ ପଂକ୍ତିରେ ଚୁଣି, ପିତମଣି ଓ ମରକତ ଇତ୍ୟାଦି ରଖିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ତାହା ଚାରି ଧାଡ଼ି ମଣିରେ ଖଚିତ କଲେ; ତହିଁର ପ୍ରଥମ ଧାଡ଼ିରେ ଚୁଣି, ପୀତମଣି ଓ ମରକତ,
Odia IRV 2017 (ଓଡିଆ ବାଇବେଲ)
ପୁଣି, ତାହା ଚାରି ଧାଡି ମଣିରେ ଖଚିତ କଲେ; ତହିଁର ପ୍ରଥମ ଧାଡିରେ ଚୁଣି, ପୀତମଣି ଓ ମରକତ,