Exodus 39:17 — Compare Translations
5 translations compared side by side
Odia - 1840
"ସମାନେେ ବିଚାରାର୍ଥକ ବୁକୁପଟାର ଶଷେ ଭାଗ ରେ ଦୁଇଟି ସୁବର୍ଣ୍ଣର ଦୁଇଟି କଡା ପାଇଁ ଦୁଇଟି ସୁବର୍ଣ୍ଣର ଜଞ୍ଜିର ତିଆରି କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ବୁକୁପଟାର ପ୍ରାନ୍ତସ୍ଥିତ ଦୁଇ କଡ଼ା ମଧ୍ୟରେ ସେହି ଦୁଇ ମୋଡ଼ା ସ୍ଵର୍ଣ୍ଣ ଜଞ୍ଜିର ଲଗାଇଲେ ।
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ ବିଗ୍ଭରାର୍ଥକ ବୁକୁପଟାର ଶେଷ ଭାଗରେ ଦୁଇଟି ସୁବର୍ଣ୍ଣର ଦୁଇଟି କଡ଼ା ପାଇଁ ଦୁଇଟି ସୁବର୍ଣ୍ଣର ଜଞ୍ଜିର ତିଆରି କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ବୁକୁପଟାର ପ୍ରାନ୍ତସ୍ଥିତ ଦୁଇ କଡ଼ା ମଧ୍ୟରେ ସେହି ଦୁଇ ମୋଡ଼ା ସ୍ୱର୍ଣ୍ଣ ଜଞ୍ଜିର ଲଗାଇଲେ।
Odia IRV 2017 (ଓଡିଆ ବାଇବେଲ)
ଆଉ ବୁକୁପଟାର ପ୍ରାନ୍ତସ୍ଥିତ ଦୁଇ କଡ଼ା ମଧ୍ୟରେ ସେହି ଦୁଇ ମୋଡ଼ା ସ୍ୱର୍ଣ୍ଣ ଜଞ୍ଜିର ଲଗାଇଲେ।