Exodus 39:9 — Compare Translations

5 translations compared side by side

Odia - 1840
"ଏହା ଚତୁସ୍କୋଣ ଥିଲା। ସମାନେେ ସହେି ବୁକୁ ପଟାକୁ ଦୋହରା କରି ଏକ ଚାଖଣ୍ଡେ ଲମ୍ବ ଓ ଏକ ଚାଖଣ୍ଡ ପ୍ରସ୍ଥ କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତାହା ଚତୁଷ୍କୋଣ ଥିଲା, ଅର୍ଥାତ୍, ସେମାନେ ସେହି ବୁକୁପଟା ଦୋହରା କରି ଏକ ଚାଖଣ୍ତ ଦୀର୍ଘ ଓ ଏକ ଚାଖଣ୍ତ ପ୍ରସ୍ଥ କଲେ ।
Odia Bible ERV 2004 (ପବିତ୍ର ବାଇବଲ)
ଏହା ଚତୁଷ୍କୋଣ ଥିଲା। ସେମାନେ ସେହି ବୁକୁପଟାକୁ ଦୋହରା କରି ଏକ ଗ୍ଭଖଣ୍ଡେ ଲମ୍ବ ଓ ଏକ ଗ୍ଭଖଣ୍ଡେ ପ୍ରସ୍ଥ କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତାହା ଚତୁଷ୍କୋଣ ଥିଲା, ଅର୍ଥାତ୍‍, ସେମାନେ ସେହି ବୁକୁପଟା ଦୋହରା କରି ଏକ ଚାଖଣ୍ଡ ଦୀର୍ଘ ଓ ଏକ ଚାଖଣ୍ଡ ପ୍ରସ୍ଥ କଲେ।
Odia IRV 2017 (ଓଡିଆ ବାଇବେଲ)
ତାହା ଚତୁଷ୍କୋଣ ଥିଲା, ଅର୍ଥାତ୍‍, ସେମାନେ ସେହି ବୁକୁପଟା ଦୋହରା କରି ଏକ ଚାଖଣ୍ଡ ଦୀର୍ଘ ଓ ଏକ ଚାଖଣ୍ଡ ପ୍ରସ୍ଥ କଲେ।