Exodus 6:17 — Compare Translations

5 translations compared side by side

Odia - 1840
"ଗେର୍ଶାେନଙ୍କର ଦୁଇଜଣ ସନ୍ତାନ ଥିଲେ, ଲିବ୍ନି ଓ ଶିମିଯି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ଆପଣା ଆପଣା ବଂଶାନୁସାରେ ଗେର୍ଶୋନର ସନ୍ତାନ ଲିବ୍ନି ଓ ଶିମୀୟି।
Odia Bible ERV 2004 (ପବିତ୍ର ବାଇବଲ)
ଗେର୍ଶୋନଙ୍କର ଦୁଇଜଣ ସନ୍ତାନ ଥିଲେ, ଲି‌ବ୍‌ନି ଓ ଶିମିୟି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଆପଣା ଆପଣା ବଂଶାନୁସାରେ ଗେର୍ଶୋନର ସନ୍ତାନ ଲିବ୍‍ନି ଓ ଶିମୀୟି।
Odia IRV 2017 (ଓଡିଆ ବାଇବେଲ)
ପୁଣି, ଆପଣା ଆପଣା ବଂଶାନୁସାରେ ଗେର୍ଶୋନ‍ର ସନ୍ତାନ ଲିବ୍‍ନି ଓ ଶିମୀୟି।