Ezekiel 12:24 — Compare Translations

5 translations compared side by side

Odia - 1840
"ମଥ୍ଯା ଦର୍ଶନ ଓ ଚାଟୁବାଦର ଅଲୌକିକ ଶକ୍ତି ଇଶ୍ରାୟେଲୀୟମାନଙ୍କ ମଧିଅରେ ଆଉ ରହିବ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ଅସାର ଦର୍ଶନ ଓ ଚାଟୁବାଦର ମନ୍ତ୍ର ତନ୍ତ୍ର ଇସ୍ରାଏଲ-ବଂଶ ମଧ୍ୟରେ ଆଉ ରହିବ ନାହିଁ ।
Odia Bible ERV 2004 (ପବିତ୍ର ବାଇବଲ)
“ମିଥ୍ୟା ଦର୍ଶନ ଓ ଗ୍ଭଟୁବାଦର ଅଲୌକିକ ଶକ୍ତି ଇସ୍ରାଏଲୀୟମାନଙ୍କ ମଧ୍ୟରେ ଆଉ ରହିବ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ଅସାର ଦର୍ଶନ ଓ ଚାଟୁବାଦର ମନ୍ତ୍ର ତନ୍ତ୍ର ଇସ୍ରାଏଲ ବଂଶ ମଧ୍ୟରେ ଆଉ ରହିବ ନାହିଁ।
Odia IRV 2017 (ଓଡିଆ ବାଇବେଲ)
କାରଣ ଅସାର ଦର୍ଶନ ଓ ଚାଟୁବାଦର ମନ୍ତ୍ର ତନ୍ତ୍ର ଇସ୍ରାଏଲ ବଂଶ ମଧ୍ୟରେ ଆଉ ରହିବ ନାହିଁ।