Ezekiel 12:9 — Compare Translations
5 translations compared side by side
Odia - 1840
" ହେ ମନୁଷ୍ଯ ପୁତ୍ର, ତୁମ୍ଭେ କ'ଣ କରୁଅଛ ବୋଲି ସହେି ଇଶ୍ରାୟେଲର ବିଦ୍ରୋହୀବଂଶ ତୁମ୍ଭକୁ ପଚାରିଲେ କି?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ କʼଣ କରୁଅଛ ବୋଲି ଇସ୍ରାଏଲ-ବଂଶ, ସେହି ବିଦ୍ରୋହୀ-ବଂଶ କି ତୁମ୍ଭକୁ ପଚାରି ନାହାନ୍ତି?
Odia Bible ERV 2004 (ପବିତ୍ର ବାଇବଲ)
“ହେ ମନୁଷ୍ୟ ପୁତ୍ର, ତୁମ୍ଭେ କ’ଣ କରୁଅଛ ବୋଲି ସେହି ଇସ୍ରାଏଲର ବିଦ୍ରୋହୀବଂଶ ତୁମ୍ଭକୁ ପଗ୍ଭରିଲେ କି?
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
“ହେ ମନୁଷ୍ୟ-ସନ୍ତାନ, ‘ତୁମ୍ଭେ କʼଣ କରୁଅଛ’ ବୋଲି ଇସ୍ରାଏଲ ବଂଶ, ସେହି ବିଦ୍ରୋହୀ ବଂଶ କି ତୁମ୍ଭକୁ ପଚାରି ନାହାନ୍ତି?
Odia IRV 2017 (ଓଡିଆ ବାଇବେଲ)
“ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ କ’ଣ କରୁଅଛ ବୋଲି ଇସ୍ରାଏଲ ବଂଶ, ସେହି ବିଦ୍ରୋହୀ-ବଂଶ କି ତୁମ୍ଭକୁ ପଚାରି ନାହାନ୍ତି?