Ezekiel 16:29 — Compare Translations
5 translations compared side by side
Odia - 1840
"ତୁମ୍ଭେ କିଣାନ ଓ ବାବିଲକୁ ୟାଇଅଛ ଏବଂ ସଠାେ ରେ ତୁମ୍ଭର ବ୍ଯଭିଚାର ବଢ଼ାଇଛ, ତଥାପି ତୃପ୍ତ ହାଇେ ନାହଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆହୁରି, ତୁମ୍ଭେ କିଣାନ ଦେଶରେ କଲ୍ଦୀୟ ପର୍ଯ୍ୟନ୍ତ ଆପଣା ବ୍ୟଭିଚାର କ୍ରିୟା ବୃଦ୍ଧି କରିଅଛ; ପୁଣି, ତହିଁରେ ହେଁ ତୃପ୍ତା ହୋଇ ନାହଁ ।
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭେ କିଣାନ ଓ ବାବିଲକୁ ଯାଇଅଛ ଏବଂ ସେଠାରେ ତୁମ୍ଭର ବ୍ୟଭିଗ୍ଭର ବଢ଼ାଇଛ, ତଥାପି ତୃପ୍ତ ହୋଇ ନାହଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆହୁରି, ତୁମ୍ଭେ କିଣାନ ଦେଶରେ କଲ୍ଦୀୟ ପର୍ଯ୍ୟନ୍ତ ଆପଣା ବ୍ୟଭିଚାର କ୍ରିୟା ବୃଦ୍ଧି କରିଅଛ; ପୁଣି, ତହିଁରେ ହେଁ ତୃପ୍ତା ହୋଇ ନାହଁ।
Odia IRV 2017 (ଓଡିଆ ବାଇବେଲ)
ଆହୁରି, ତୁମ୍ଭେ କିଣାନ ଦେଶରେ କଲ୍ଦୀୟ ପର୍ଯ୍ୟନ୍ତ ଆପଣା ବ୍ୟଭିଚାର କ୍ରିୟା ବୃଦ୍ଧି କରିଅଛ; ପୁଣି, ତହିଁରେ ହେଁ ତୃପ୍ତା ହୋଇ ନାହଁ।