Ezekiel 17:7 — Compare Translations
5 translations compared side by side
Odia - 1840
"କିନ୍ତୁ ଆଉ ଗୋଟିଏ ବଡ଼ ବଡ଼ ଡ଼ଣୋ ଥିବା ବୃହତ୍ ଓ ୟଥେଷ୍ଟ ପର ବିଶିଷ୍ଟ ଛଞ୍ଚାଣ ପକ୍ଷୀ, ବିରାଟ ଉତ୍କ୍ରୋଶ ପକ୍ଷୀ ସହେି ସ୍ଥାନକୁ ଆସିଲା। ଏହି ନୂତନ ପକ୍ଷୀର ଯତ୍ନ ପାଇବା ସକାେଶ ସହେି ଦ୍ରାକ୍ଷାଲତାର ଚରେ ତା' ଆଡ଼କୁ ବିସ୍ତାର କଲା ଏବଂ ଏହାର ଶାଖାଗୁଡ଼ିକ ପ୍ରସାରିତ ହେଲା, ଯେଉଁଠା ରେ ଏହା ରୋପିତ ହାଇେଥିଲା ଏବଂ ପାଣି ଦ୍ବାରା ସଚେିତ ହେଉଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ଆଉ ଗୋଟିଏ ବଡ଼ ବଡ଼ ପକ୍ଷ ଓ ଅନେକ ଲୋମବିଶିଷ୍ଟ ବୃହତ ଉତ୍କ୍ରୋଶ ପକ୍ଷୀ ଥିଲା; ଆଉ ଦେଖ, ସେହି ଦ୍ରାକ୍ଷାଲତା ଜଳରେ ସେଚିତ ହେବା ପାଇଁ ଆପଣା ରୋପିତ ହେବା କିଆରିରୁ ତାହାର ଆଡ଼େ ଆପଣା ମୂଳ ବକ୍ର କରି ଶାଖା ବିସ୍ତାର କଲା ।
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ଆଉ ଗୋଟିଏ ବଡ଼ ବଡ଼ ଡେଣା ଥିବା ବୃହତ୍ ଓ ଯଥେଷ୍ଟ ପର ବିଶିଷ୍ଟ ଛଞ୍ଚାଣ ପକ୍ଷୀ, ବିରାଟ ଉତ୍କ୍ରୋଶପକ୍ଷୀ ସେହି ସ୍ଥାନକୁ ଆସିଲା। ଏହି ନୂତନ ପକ୍ଷୀର ଯତ୍ନ ପାଇବା ସକାଶେ ସେହି ଦ୍ରାକ୍ଷାଲତାର ଚେର ତା’ ଆଡ଼କୁ ବିସ୍ତାର କଲା ଏବଂ ଏହାର ଶାଖାଗୁଡ଼ିକ ପ୍ରସାରିତ ହେଲା, ଯେଉଁଠାରେ ଏହା ରୋପିତ ହୋଇଥିଲା ଏବଂ ପାଣି ଦ୍ୱାରା ସେଚିତ ହେଉଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଆଉ ଗୋଟିଏ ବଡ଼ ବଡ଼ ପକ୍ଷ ଓ ଅନେକ ଲୋମବିଶିଷ୍ଟ ବୃହତ ଉତ୍କ୍ରୋଶ ପକ୍ଷୀ ଥିଲା; ଆଉ ଦେଖ, ସେହି ଦ୍ରାକ୍ଷାଲତା ଜଳରେ ସେଚିତ ହେବା ପାଇଁ ଆପଣା ରୋପିତ ହେବା କିଆରିରୁ ତାହାର ପ୍ରତି ଆପଣା ମୂଳ ବକ୍ର କରି ଶାଖା ବିସ୍ତାର କଲା।
Odia IRV 2017 (ଓଡିଆ ବାଇବେଲ)
ପୁଣି, ଆଉ ଗୋଟିଏ ବଡ଼ ବଡ଼ ପକ୍ଷ ଓ ଅନେକ ଲୋମବିଶିଷ୍ଟ ବୃହତ ଉତ୍କ୍ରୋଶ ପକ୍ଷୀ ଥିଲା; ଆଉ ଦେଖ, ସେହି ଦ୍ରାକ୍ଷାଲତା ଜଳରେ ସେଚିତ ହେବା ପାଇଁ ଆପଣା ରୋପିତ ହେବା କିଆରିରୁ ତାହାର ପ୍ରତି ଆପଣା ମୂଳ ବକ୍ର କରି ଶାଖା ବିସ୍ତାର କଲା।