Ezekiel 17:9 — Compare Translations
5 translations compared side by side
Odia - 1840
"ତୁମ୍ଭେ କୁହ, ସଦାପ୍ରଭୁ, ମାରେ ପ୍ରଭୁ ଏହିକଥା କହନ୍ତି, ତାହା କ'ଣ ସଫଳ ହବେ? ଏହାର ଚରେ ଛିଣ୍ଡି ୟିବନିତ, ଏବଂ ଏହାର ଫଳ ଝଡ଼ି ୟିବନିତ ଏବଂ ଶୁଖି ୟିବନତି? ନୂତନ ଭାବରେ ପଲ୍ଲବିତ ହେଉଥିବା ପତ୍ରସବୁ ଝାଉଁଳି ଯିବେ। ଏହାକୁ ଉପାଡ଼ିବା ପାଇଁ ବଳଶାଳୀ ସୈନ୍ଯବାହିନୀକୁ ଓ ଲୋକମାନଙ୍କୁ ଦରକାର ହବେ କି? ନା!"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତୁମ୍ଭେ କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ତାହା କି କୃତକାର୍ଯ୍ୟ ହେବ? ତାହା ଯେପରି ଶୁଷ୍କ ହେବ, ଏଥିପାଇଁ ସେ କି ତହିଁର ମୂଳ ଉପାଡ଼ି ତହିଁର ଫଳ କାଟି ପକାଇବ ନାହିଁ? ମହାପରାକ୍ରମ ଓ ଅନେକ ଲୋକ ବିହୁନେ ହିଁ ତହିଁର ମୂଳ ଉତ୍ପାଟିତ ହୋଇ ତହିଁର ଅଙ୍କୁରିତ ନବୀନ ପତ୍ରସବୁ କି ମ୍ଳାନ ହେବ ନାହିଁ?
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭେ କୁହ, ସଦାପ୍ରଭୁ, ମୋର ପ୍ରଭୁ ଏହିକଥା କହନ୍ତି, “ତାହା କ’ଣ ସଫଳ ହେବ? ଏହାର ଚେର ଛିଣ୍ଡି ଯିବନିତ, ଏବଂ ଏହାର ଫଳ ଝଡ଼ି ଯିବନିତ ଏବଂ ଶୁଖି ଯିବନତି? ନୂତନ ଭାବରେ ପଲ୍ଲବିତ ହେଉଥିବା ପତ୍ରସବୁ ଝାଉଁଳି ଯିବେ। ଏହାକୁ ଉପାଡ଼ିବା ପାଇଁ ବଳଶାଳୀ ସୈନ୍ୟବାହିନୀକୁ ଓ ଲୋକମାନଙ୍କୁ ଦରକାର ହେବ କି? ନା!
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତୁମ୍ଭେ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ତାହା କି କୃତକାର୍ଯ୍ୟ ହେବ? ତାହା ଯେପରି ଶୁଷ୍କ ହେବ, ଏଥିପାଇଁ ସେ କି ତହିଁର ମୂଳ ଉପାଡ଼ି ତହିଁର ଫଳ କାଟି ପକାଇବ ନାହିଁ? ମହାପରାକ୍ରମ ଓ ଅନେକ ଲୋକ ବିହୁନେ ହିଁ ତହିଁର ମୂଳ ଉତ୍ପାଟିତ ହୋଇ ତହିଁର ଅଙ୍କୁରିତ ନବୀନ ପତ୍ରସବୁ କି ମ୍ଳାନ ହେବ ନାହିଁ?
Odia IRV 2017 (ଓଡିଆ ବାଇବେଲ)
ତୁମ୍ଭେ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ତାହା କି କୃତକାର୍ଯ୍ୟ ହେବ? ତାହା ଯେପରି ଶୁଷ୍କ ହେବ, ଏଥିପାଇଁ ସେ କି ତହିଁର ମୂଳ ଉପାଡ଼ି ତହିଁର ଫଳ କାଟି ପକାଇବ ନାହିଁ? ମହାପରାକ୍ରମ ଓ ଅନେକ ଲୋକ ବିହୁନେ ହିଁ ତହିଁର ମୂଳ ଉତ୍ପାଟିତ ହୋଇ ତହିଁର ଅଙ୍କୁରିତ ନବୀନ ପତ୍ରସବୁ କି ମ୍ଳାନ ହେବ ନାହିଁ?”