Ezekiel 18:10 — Compare Translations

5 translations compared side by side

Odia - 1840
"'ଏବଂ ଯଦି ସହେି ଧାର୍ମିକ ବ୍ଯକ୍ତିର ପୁତ୍ର ଡ଼କାଯତି ଓ ରକ୍ତପାତ ଓ ଏଥିମଧ୍ଯରୁ ଅନୁସରଣ କରେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେବେ ସେହି ଲୋକର ପୁତ୍ର ଡକାଇତ ଓ ରକ୍ତପାତକାରୀ ହୁଏ, ଆଉ ଏଥିମଧ୍ୟରୁ କୌଣସି କାର୍ଯ୍ୟ କରେ ଗଣ. ୩୫:୩୧
Odia Bible ERV 2004 (ପବିତ୍ର ବାଇବଲ)
“ଏବଂ ଯଦି ସେହି ଧାର୍ମିକ ବ୍ୟକ୍ତିର ପୁତ୍ର ଡକାୟତି ଓ ରକ୍ତପାତ ଓ ଏଥିମଧ୍ୟରୁ ଅନୁସରଣ କରେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯଦି ସେହି ଲୋକର ପୁତ୍ର ଡକାୟତ ଓ ରକ୍ତପାତକାରୀ ହୁଏ, ଆଉ ଏଥିମଧ୍ୟରୁ କୌଣସି କାର୍ଯ୍ୟ କରେ
Odia IRV 2017 (ଓଡିଆ ବାଇବେଲ)
ଯଦି ସେହି ଲୋକର ପୁତ୍ର ଡକାଇତ ଓ ରକ୍ତପାତକାରୀ ହୁଏ, ଆଉ ଏଥିମଧ୍ୟରୁ କୌଣସି କାର୍ଯ୍ୟ କରେ