Ezekiel 19:1 — Compare Translations

5 translations compared side by side

Odia - 1840
"ଅନନ୍ତର ପରମେଶ୍ବର ମାେତେ କହିଲେ, ତୁମ୍ଭେ ଇଶ୍ରାୟେଲର ଅଧିପତିମାନଙ୍କ ବିଷଯ ରେ ଏହି ଦୁଃଖ ସଙ୍ଗୀତ ଗାନ କର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆହୁରି, ତୁମ୍ଭେ ଇସ୍ରାଏଲର ଅଧିପତିଗଣ ବିଷୟରେ ବିଳାପ କରି କୁହ,
Odia Bible ERV 2004 (ପବିତ୍ର ବାଇବଲ)
A Sad Song About Israel ଅନନ୍ତର ପରମେଶ୍ୱର ମୋତେ କହିଲେ, “ତୁମ୍ଭେ ଇସ୍ରାଏଲର ଅଧିପତିମାନଙ୍କ ବିଷୟରେ ଏହି ଦୁଃଖ ସଙ୍ଗୀତ ଗାନ କର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
“ଆହୁରି, ତୁମ୍ଭେ ଇସ୍ରାଏଲର ଅଧିପତିଗଣ ବିଷୟରେ ବିଳାପ କରି କୁହ,
Odia IRV 2017 (ଓଡିଆ ବାଇବେଲ)
ଆହୁରି, ତୁମ୍ଭେ ଇସ୍ରାଏଲର ଅଧିପତିଗଣ ବିଷୟରେ ବିଳାପ କରି କୁହ,