Ezekiel 19:2 — Compare Translations

5 translations compared side by side

Odia - 1840
"ତୁମ୍ଭର ମାଆ ଗୋଟିଏ ସିଂହୀ ପରି ଥିଲା ଓ ସିଂହଗଣ ମଧିଅରେ ଶଯନ କଲା। ସେ ପୁଣି ୟିବା ସିଂହଗଣ ମଧିଅରେ ଶଯନ କରି ଅନକେ ଛୁଆ ପ୍ରତିପାଳନ କଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତୁମ୍ଭର ମାତା କଅଣ ଥିଲା? ସେ ତ ସିଂହୀ; ସେ ସିଂହଗଣ ମଧ୍ୟରେ ଶୟନ କଲା, ଯୁବା ସିଂହଗଣ ମଧ୍ୟରେ ଆପଣା ଛୁଆମାନଙ୍କୁ ପ୍ରତିପାଳନ କଲା ।
Odia Bible ERV 2004 (ପବିତ୍ର ବାଇବଲ)
“‘ତୁମ୍ଭର ମା ଗୋଟିଏ ସିଂହୀ ପରି ଥିଲା ଓ ସିଂହଗଣ ମଧ୍ୟରେ ଶୟନ କଲା। ସେ ପୁଣି ଯିବା ସିଂହଗଣ ମଧ୍ୟରେ ଶୟନ କରି ଅନେକ ଛୁଆ ପ୍ରତିପାଳନ କଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତୁମ୍ଭର ମାତା କଅଣ ଥିଲା? ସେ ତ ସିଂହୀ; ସେ ସିଂହଗଣ ମଧ୍ୟରେ ଶୟନ କଲା, ଯୁବା ସିଂହଗଣ ମଧ୍ୟରେ ଆପଣା ଛୁଆମାନଙ୍କୁ ପ୍ରତିପାଳନ କଲା।
Odia IRV 2017 (ଓଡିଆ ବାଇବେଲ)
“ତୁମ୍ଭର ମାତା କଅଣ ଥିଲା? ସେ ତ ସିଂହୀ; ସେ ସିଂହଗଣ ମଧ୍ୟରେ ଶୟନ କଲା, ଯୁବା ସିଂହଗଣ ମଧ୍ୟରେ ଆପଣା ଛୁଆମାନଙ୍କୁ ପ୍ରତିପାଳନ କଲା।