Ezekiel 2:9 — Compare Translations
5 translations compared side by side
Odia - 1840
"ତା'ପ ରେ ମୁଁ ଦେଖିଲି ଏକ ହସ୍ତ ମାେ ଆଡ଼େ ପ୍ରସାରିତ ହେଲା। ସେ ହାତ ରେ ଲଖାେଥିବା ଏକ ନଳାକାର ପୁସ୍ତକ ଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହିଁରେ ମୁଁ ଅନାନ୍ତେ, ଦେଖ, ଖଣ୍ତେ ହସ୍ତ ମୋʼ ଆଡ଼େ ପ୍ରସାରିତ ହେଲା, ଆଉ ଦେଖ, ତହିଁ ମଧ୍ୟରେ ଏକଖଣ୍ତ ନଳାକାର ପୁସ୍ତକ ଥିଲା;
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ମୁଁ ଦେଖିଲି ଏକ ହସ୍ତ ମୋ’ ଆଡ଼େ ପ୍ରସାରିତ ହେଲା। ସେ ହାତରେ ଲେଖାଥିବା ଏକ ନଳାକାର ପୁସ୍ତକ ଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହିଁରେ ମୁଁ ଅନାନ୍ତେ, ଦେଖ, ଏକ ହସ୍ତ ମୋʼ ପ୍ରତି ପ୍ରସାରିତ ହେଲା, ଆଉ ଦେଖ, ତହିଁ ମଧ୍ୟରେ ଏକ ନଳାକାର ପୁସ୍ତକ ଥିଲା;
Odia IRV 2017 (ଓଡିଆ ବାଇବେଲ)
ତହିଁରେ ମୁଁ ଅନାନ୍ତେ, ଦେଖ, ଏକ ହସ୍ତ ମୋ’ ପ୍ରତି ପ୍ରସାରିତ ହେଲା, ଆଉ ଦେଖ, ତହିଁ ମଧ୍ୟରେ ଏକ ନଳାକାର ପୁସ୍ତକ ଥିଲା;