Ezekiel 21:11 — Compare Translations
5 translations compared side by side
Odia - 1840
"ପୁଣି ହାତ ରେ ଧରାୟିବା ପାଇଁ ଖଡ୍ଗ ଗଣିତ ହାଇେଅଛି। ଘାତକର ହାତ ରେ ଦବୋ ନିମନ୍ତେ ତାହା ଶାଣିତ ଓ ମାର୍ଜିତ ହାଇେଅଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ହାତରେ ଧରାଯିବା ନିମନ୍ତେ ତାହା ମାର୍ଜିତ ହେବା ପାଇଁ ଦିଆଯାଇଅଛି; ହନ୍ତାର ହସ୍ତରେ ଦେବା ନିମନ୍ତେ ଖଡ଼୍ଗ ଶାଣିତ ଓ ମାର୍ଜିତ ହୋଇଅଛି ।
Odia Bible ERV 2004 (ପବିତ୍ର ବାଇବଲ)
ପୁଣି ହାତରେ ଧରାଯିବା ପାଇଁ ଖଡ଼୍ଗ ଶାଣିତ ହୋଇଅଛି। ଘାତକର ହାତରେ ଦେବା ନିମନ୍ତେ ତାହା ଶାଣିତ ଓ ମାର୍ଜିତ ହୋଇଅଛି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ହାତରେ ଧରାଯିବା ନିମନ୍ତେ ତାହା ମାର୍ଜିତ ହେବା ପାଇଁ ଦିଆଯାଇଅଛି; ହନ୍ତାର ହସ୍ତରେ ଦେବା ନିମନ୍ତେ ଖଡ୍ଗ ଶାଣିତ ଓ ମାର୍ଜିତ ହୋଇଅଛି।
Odia IRV 2017 (ଓଡିଆ ବାଇବେଲ)
ପୁଣି, ହାତରେ ଧରାଯିବା ନିମନ୍ତେ ତାହା ମାର୍ଜିତ ହେବା ପାଇଁ ଦିଆଯାଇଅଛି; ହନ୍ତାର ହସ୍ତରେ ଦେବା ନିମନ୍ତେ ଖଡ୍ଗ ଶାଣିତ ଓ ମାର୍ଜିତ ହୋଇଅଛି।