Ezekiel 24:11 — Compare Translations
5 translations compared side by side
Odia - 1840
"ଖାଲି ହଣ୍ଡାକୁ ଜ୍ବଳନ୍ତ ଅଙ୍କାର ଉପ ରେ ରଖ। ତହିଁରେ ହଣ୍ଡା ଉତ୍ତପ୍ତ ହବେ ଓ ପିତ୍ତଳ ଉତ୍ତପ୍ତ ଦଗ୍ଧ ହବେ। ତେଣୁ ଅ େଶୗଚ ତରଳି ୟିବ ଓ କଳଙ୍କ ଉଭଇୟିବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହିଁରେ ହଣ୍ତା ତପ୍ତ ହେବା ପାଇଁ, ତହିଁର ପତଳ ଦଗ୍ଧ ହେବା ପାଇଁ ଓ ତହିଁର ଅଶୌଚ ତହିଁ ମଧ୍ୟରେ ତରଳି ଯିବା ପାଇଁ ଓ କଳଙ୍କ କ୍ଷୟ ପାଇବା ପାଇଁ ତାହା ଖାଲି କର, ତାହା ଜ୍ଵଳନ୍ତା ଅଙ୍ଗାର ଉପରେ ରଖ ।
Odia Bible ERV 2004 (ପବିତ୍ର ବାଇବଲ)
ଖାଲି ହଣ୍ଡାକୁ ଜ୍ୱଳନ୍ତ ଅଙ୍କାର ଉପରେ ରଖ। ତହିଁରେ ହଣ୍ଡା ଉତ୍ତପ୍ତ ହେବ ଓ ପିତ୍ତଳ ଉତ୍ତପ୍ତ ଦଗ୍ଧ ହେବ। ତେଣୁ ଅଶୌଚ ତରଳି ଯିବ ଓ କଳଙ୍କ ଉଭେଇଯିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହିଁରେ ହଣ୍ଡା ତପ୍ତ ହେବା ପାଇଁ, ତହିଁର ପିତଳ ଦଗ୍ଧ ହେବା ପାଇଁ ଓ ତହିଁର ମଇଳା ତହିଁ ମଧ୍ୟରେ ତରଳି ଯିବା ପାଇଁ ଓ କଳଙ୍କ କ୍ଷୟ ପାଇବା ପାଇଁ ତାହା ଖାଲି କର, ତାହା ଜ୍ୱଳନ୍ତା ଅଙ୍ଗାର ଉପରେ ରଖ।
Odia IRV 2017 (ଓଡିଆ ବାଇବେଲ)
ତହିଁରେ ହଣ୍ଡା ତପ୍ତ ହେବା ପାଇଁ, ତହିଁର ପିତଳ ଦଗ୍ଧ ହେବା ପାଇଁ ଓ ତହିଁର ମଇଳା ତହିଁ ମଧ୍ୟରେ ତରଳି ଯିବା ପାଇଁ ଓ କଳଙ୍କ କ୍ଷୟ ପାଇବା ପାଇଁ ତାହା ଖାଲି କର, ତାହା ଜ୍ୱଳନ୍ତା ଅଙ୍ଗାର ଉପରେ ରଖ।