Ezekiel 24:4 — Compare Translations
5 translations compared side by side
Odia - 1840
"ଉତ୍ତମ ମାଂସ ଖଣ୍ଡ ସବୁ ଯଥା: ଉରୁ ଓ ସ୍କନ୍ଧ ତହିଁ ମଧିଅରେ ରଖ ଓ ଭଲ ଅସ୍ଥି ରେ ତାହା ପୂର୍ଣ୍ଣ କର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମାଂସଖଣ୍ତସବୁ, ଉତ୍ତମ ଉତ୍ତମ ଖଣ୍ତସବୁ, ଉରୁ ଓ ସ୍କନ୍ଧ, ତହିଁ ଭିତରେ ଏକତ୍ର କର; ଭଲ ଭଲ ଅସ୍ଥିରେ ତାହା ପୂର୍ଣ୍ଣ କର ।
Odia Bible ERV 2004 (ପବିତ୍ର ବାଇବଲ)
ଉତ୍ତମ ମାଂସ ଖଣ୍ଡ ସବୁ ଯଥା: ଉରୁ ଓ ସ୍କନ୍ଧ ତହିଁ ମଧ୍ୟରେ ରଖ ଓ ଭଲ ଅସ୍ଥିରେ ତାହା ପୂର୍ଣ୍ଣ କର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମାଂସଖଣ୍ଡସବୁ, ଉତ୍ତମ ଉତ୍ତମ ଖଣ୍ଡସବୁ, ଊରୁ ଓ ସ୍କନ୍ଧ, ତହିଁ ଭିତରେ ଏକତ୍ର କର; ଭଲ ଭଲ ଅସ୍ଥିରେ ତାହା ପୂର୍ଣ୍ଣ କର।
Odia IRV 2017 (ଓଡିଆ ବାଇବେଲ)
ମାଂସଖଣ୍ଡସବୁ, ଉତ୍ତମ ଉତ୍ତମ ଖଣ୍ଡସବୁ, ଊରୁ ଓ ସ୍କନ୍ଧ, ତହିଁ ଭିତରେ ଏକତ୍ର କର; ଭଲ ଭଲ ଅସ୍ଥିରେ ତାହା ପୂର୍ଣ୍ଣ କର।