Ezekiel 24:8 — Compare Translations

5 translations compared side by side

Odia - 1840
"ସେ ରକ୍ତ ପ୍ରତି ଶାଧେ ନବୋ ପାଇଁ ଯେପରି ଲୋକମାନଙ୍କର କୋର୍ଧ ଜାଗ୍ରତ କରିବ, ଏଥିପାଇଁ ତାକୁ ଆଚ୍ଛାଦିତ ନ କରି ଶୁଷ୍କ ତୈଳ ଉପ ରେ ତାହା ରଖିଅଛୁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ରକ୍ତ ପ୍ରତିଶୋଧ ନେବା ନିମନ୍ତେ ଯେପରି କୋପକୁ ଉପସ୍ଥିତ କରାଇବ, ଏଥିପାଇଁ ଆଚ୍ଛାଦିତ ନୋହିବା ନିମନ୍ତେ ଆମ୍ଭେ ଶୁଷ୍କ ଶୈଳ ଉପରେ ତାହା ରଖିଅଛୁ ।ମାଥି. ୭:୨
Odia Bible ERV 2004 (ପବିତ୍ର ବାଇବଲ)
ସେ ରକ୍ତ ପ୍ରତିଶୋଧ ନେବା ପାଇଁ ଯେପରି ଲୋକମାନଙ୍କର କ୍ରୋଧ ଜାଗ୍ରତ କରିବ, ଏଥିପାଇଁ ତାକୁ ଆଚ୍ଛାଦିତ ନ କରି ଶୁଷ୍କ ତୈଳ ଉପରେ ତାହା ରଖିଅଛୁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ରକ୍ତ ପ୍ରତିଶୋଧ ନେବା ନିମନ୍ତେ ଯେପରି କୋପକୁ ଉପସ୍ଥିତ କରାଇବ, ଏଥିପାଇଁ ଆଚ୍ଛାଦିତ ନୋହିବା ନିମନ୍ତେ ଆମ୍ଭେ ଶୁଷ୍କ ଶୈଳ ଉପରେ ତାହା ରଖିଅଛୁ।
Odia IRV 2017 (ଓଡିଆ ବାଇବେଲ)
ସେ ରକ୍ତ ପ୍ରତିଶୋଧ ନେବା ନିମନ୍ତେ ଯେପରି କୋପକୁ ଉପସ୍ଥିତ କରାଇବ, ଏଥିପାଇଁ ଆଚ୍ଛାଦିତ ନୋହିବା ନିମନ୍ତେ ଆମ୍ଭେ ଶୁଷ୍କ ଶୈଳ ଉପରେ ତାହା ରଖିଅଛୁ।