Ezekiel 26:15 — Compare Translations
5 translations compared side by side
Odia - 1840
"ମାରେ ପ୍ରଭୁ ସଦାପ୍ରଭୁ ସୋରରୁ ଏହି କଥା କହନ୍ତି, ତୁମ୍ଭର ପତନର ଶବ୍ଦ ରେ ଭୂମଧ୍ଯସାଗରସ୍ଥ ଦ୍ବୀପସମୂହ କମ୍ପିତ ହବେ। ଏହା ଘଟିବ ଯେତବେେଳେ ଆହତ ଲୋକମାନେ ଭୟ ରେ ବିଳାପ କରିବେ ଓ ସମାନଙ୍କେୁ ସଂହାର କରାୟିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପ୍ରଭୁ ସଦାପ୍ରଭୁ ସୋରକୁ ଏହି କଥା କହନ୍ତି; ଯେତେବେଳେ ତୁମ୍ଭ ମଧ୍ୟରେ ଆହତ ଲୋକମାନେ କାତରୋକ୍ତି କରିବେ ଓ ସଂହାର ହେବ, ତୁମ୍ଭର ସେହି ପତନ ସମୟର ଶଦ୍ଦରେ କି ଦ୍ଵୀପସମୂହ କମ୍ପିବେ ନାହିଁ?
Odia Bible ERV 2004 (ପବିତ୍ର ବାଇବଲ)
ଅନ୍ୟ ଗୋଷ୍ଠୀଗଣ ସୋର ପାଇଁ ବିଳାପ କରିବେ ମୋର ପ୍ରଭୁ, ସଦାପ୍ରଭୁ ସୋରରୁ ଏହି କଥା କହନ୍ତି, “ତୁମ୍ଭର ପତନର ଶବ୍ଦରେ ଭୂମଧ୍ୟସାଗରସ୍ଥ ଦ୍ୱୀପସମୂହ କମ୍ପିତ ହେବ। ଏହା ଘଟିବ ଯେତେବେଳେ ଆହତ ଲୋକମାନେ ଭୟରେ ବିଳାପ କରିବେ ଓ ସେମାନଙ୍କୁ ସଂହାର କରାଯିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପ୍ରଭୁ, ସଦାପ୍ରଭୁ ସୋରକୁ ଏହି କଥା କହନ୍ତି; ଯେତେବେଳେ ତୁମ୍ଭ ମଧ୍ୟରେ ଆହତ ଲୋକମାନେ କାତରୋକ୍ତି କରିବେ ଓ ସଂହାର ହେବ, ତୁମ୍ଭର ସେହି ପତନ ସମୟର ଶବ୍ଦରେ କିମ୍ବା ଦ୍ୱୀପସମୂହ କମ୍ପିବେ ନାହିଁ?
Odia IRV 2017 (ଓଡିଆ ବାଇବେଲ)
ପ୍ରଭୁ, ସଦାପ୍ରଭୁ ସୋରକୁ ଏହି କଥା କହନ୍ତି; “ଯେତେବେଳେ ତୁମ୍ଭ ମଧ୍ୟରେ ଆହତ ଲୋକମାନେ କାତରୋକ୍ତି କରିବେ ଓ ସଂହାର ହେବ, ତୁମ୍ଭର ସେହି ପତନ ସମୟର ଶବ୍ଦରେ କିମ୍ବା ଦ୍ୱୀପସମୂହ କମ୍ପିବେ ନାହିଁ?