Ezekiel 26:20 — Compare Translations
5 translations compared side by side
Odia - 1840
"ମୁଁ ତୁମ୍ଭକୁ ମୃତ ଲୋକମାନଙ୍କର ଗଭୀର ଗର୍ତ୍ତ ମଧ୍ଯରୁ ପଠାଇବି। ତୁମ୍ଭେ ମୃତ୍ଯୁର ଭାଗିଦାର ହବେ। ପୃଥିବୀର ନିମ୍ନଭାଗ ରେ ଥିବା ବୃଦ୍ଧଙ୍କ ପରି ଶୂନ୍ଯ ସହରଗୁଡ଼ିକର ଲୋକମାନଙ୍କ ମଧିଅରେ ୟିଏ କବର ତଳକୁ ୟାଏ, ମୁଁ ତୁମ୍ଭମାନଙ୍କୁ ବାସ କରାଇବି। ତୁମ୍ଭ ସହିତ କହେି ବାସ କରିବେ ନାହିଁ। ତୁମ୍ଭେ ଜୀବିତମାନଙ୍କର ଭୂମିକୁ କବେେ ଫରେିବ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେସମୟରେ ଆମ୍ଭେ ଗର୍ତ୍ତଗାମୀମାନଙ୍କ ସହିତ, ପୁରାତନ କାଳର ଲୋକମାନଙ୍କ ନିକଟକୁ ତୁମ୍ଭକୁ ଓହ୍ଲାଇ ଆଣିବା ଓ ପୃଥିବୀର ଅଧୋଭାଗରେ, ଚିରକାଳରୁ ଉତ୍ସନ୍ନ ସ୍ଥାନମାନଙ୍କରେ ଗର୍ତ୍ତଗାମୀମାନଙ୍କ ସଙ୍ଗରେ ତୁମ୍ଭକୁ ବାସ କରାଇବା, ତହିଁରେ ତୁମ୍ଭେ ବସତିସ୍ଥାନ ନୋହିବ; ପୁଣି, ଜୀବିତମାନଙ୍କ ଦେଶରେ ଆମ୍ଭେ ଶୋଭା ସ୍ଥାପନ କରିବା;
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ତୁମ୍ଭକୁ ମୃତ ଲୋକମାନଙ୍କର ଗଭୀର ଗର୍ତ୍ତ ମଧ୍ୟକୁ ପଠାଇବି। ତୁମ୍ଭେ ମୃତ୍ୟୁର ଭାଗୀଦାର ହେବ। ପୃଥିବୀର ନିମ୍ନଭାଗରେ ଥିବା ବୃଦ୍ଧଙ୍କ ପରି ଶୂନ୍ୟ ସହରଗୁଡ଼ିକର ଲୋକମାନଙ୍କ ମଧ୍ୟରେ ଯିଏ କବର ତଳକୁ ଯାଏ, ମୁଁ ତୁମ୍ଭମାନଙ୍କୁ ବାସ କରାଇବି। ତୁମ୍ଭ ସହିତ କେହି ବାସ କରିବେ ନାହିଁ। ତୁମ୍ଭେ ଜୀବିତମାନଙ୍କର ଭୂମିକୁ କେବେ ଫେରିବ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେହି ସମୟରେ ଆମ୍ଭେ ଗର୍ତ୍ତଗାମୀମାନଙ୍କ ସହିତ, ପୁରାତନ କାଳର ଲୋକମାନଙ୍କ ନିକଟକୁ ତୁମ୍ଭକୁ ଓହ୍ଲାଇ ଆଣିବା ଓ ପୃଥିବୀର ଅଧୋଭାଗରେ, ଚିରକାଳରୁ ଉତ୍ସନ୍ନ ସ୍ଥାନମାନଙ୍କରେ ଗର୍ତ୍ତଗାମୀମାନଙ୍କ ସଙ୍ଗରେ ତୁମ୍ଭକୁ ବାସ କରାଇବା, ତହିଁରେ ତୁମ୍ଭର ବସତି ସ୍ଥାନ ରହିବ ନାହିଁ; ପୁଣି, ଜୀବିତମାନଙ୍କ ଦେଶରେ ଆମ୍ଭେ ଶୋଭା ସ୍ଥାପନ କରିବା;
Odia IRV 2017 (ଓଡିଆ ବାଇବେଲ)