Ezekiel 30:17 — Compare Translations
5 translations compared side by side
Odia - 1840
"ଆବନେ ଓ ପୀବେଶତର ୟୁବାମାନେ ଖଡ୍ଗ ରେ ନିପାତିତ ହବେେ। ଆଉ ନଗରର ସ୍ତ୍ରୀ ଲୋକମାନେ ବନ୍ଦୀତ୍ବ ସ୍ଥାନକୁ ଯିବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆବେନ ଓ ପୀବେଶତର ଯୁବାମାନେ ଖଡ଼୍ଗରେ ପତିତ ହେବେ ଓ ନଗରସବୁ ବନ୍ଦୀତ୍ଵ ସ୍ଥାନକୁ ଯିବେ ।
Odia Bible ERV 2004 (ପବିତ୍ର ବାଇବଲ)
ଆବେନ ଓ ପୀବେଶତର ଯୁବାମାନେ ଖଡ଼୍ଗରେ ନିପାତିତ ହେବେ। ଆଉ ନଗରର ସ୍ତ୍ରୀଲୋକମାନେ ବନ୍ଦୀତ୍ୱ ସ୍ଥାନକୁ ଯିବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଓନ୍ ଓ ପୀବେଶହର ଯୁବାମାନେ ଖଡ୍ଗରେ ପତିତ ହେବେ ଓ ନଗରସବୁ ବନ୍ଦୀତ୍ୱ ସ୍ଥାନକୁ ଯିବେ।
Odia IRV 2017 (ଓଡିଆ ବାଇବେଲ)
ଓନ୍ ଓ ପୀବେଶହର ଯୁବାମାନେ ଖଡ୍ଗରେ ପତିତ ହେବେ ଓ ନଗରସବୁ ବନ୍ଦୀତ୍ୱ ସ୍ଥାନକୁ ଯିବେ।