Ezekiel 31:6 — Compare Translations
5 translations compared side by side
Odia - 1840
"ଆକାଶର ପକ୍ଷୀସକଳ ତାହାର ଡାଳ ରେ ବସା ବାନ୍ଧିଲେ। କ୍ଷେତ୍ରସ୍ଥ ପଶୁମାନେ ତାହାର ଶାଖାତଳେ ପ୍ରସବ କଲେ। ଏବଂ ତାହାର ଛାଯା ତଳେ ବହୁତ ଜାତିଗଣ ବାସ କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତାହାର ଡାଳରେ ଆକାଶର ପକ୍ଷୀସକଳ ବସା କଲେ ଓ ତାହାର ଶାଖା ତଳେ କ୍ଷେତ୍ରସ୍ଥ ପଶୁସକଳ ପ୍ରସବ କଲେ, ପୁଣି ତାହାର ଛାୟା ତଳେ ମହାଗୋଷ୍ଠୀସବୁ ବାସ କଲେ ।
Odia Bible ERV 2004 (ପବିତ୍ର ବାଇବଲ)
ଆକାଶର ପକ୍ଷୀସକଳ ତାହାର ଡାଳରେ ବସା ବାନ୍ଧିଲେ। କ୍ଷେତ୍ରସ୍ଥ ପଶୁମାନେ ତାହାର ଶାଖାତଳେ ପ୍ରସବ କଲେ। ଏବଂ ତାହାର ଛାୟା ତଳେ ବହୁତ ଜାତିଗଣ ବାସ କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତାହାର ଡାଳରେ ଆକାଶର ପକ୍ଷୀସକଳ ବସା କଲେ ଓ ତାହାର ଶାଖା ତଳେ କ୍ଷେତ୍ରସ୍ଥ ପଶୁସକଳ ପ୍ରସବ କଲେ, ପୁଣି, ତାହାର ଛାୟା ତଳେ ମହାଗୋଷ୍ଠୀସବୁ ବାସ କଲେ।
Odia IRV 2017 (ଓଡିଆ ବାଇବେଲ)
ତାହାର ଡାଳରେ ଆକାଶର ପକ୍ଷୀସକଳ ବସା କଲେ ଓ ତାହାର ଶାଖା ତଳେ କ୍ଷେତ୍ରସ୍ଥ ପଶୁସକଳ ପ୍ରସବ କଲେ, ପୁଣି, ତାହାର ଛାୟା ତଳେ ମହାଗୋଷ୍ଠୀସବୁ ବାସ କଲେ।