Ezekiel 39:16 — Compare Translations
5 translations compared side by side
Odia - 1840
"ଆଉ ସହେି 'ମୃତମାନଙ୍କର ନଗରର' ନାମ ହାମାନୋ ନାମ ରେ ପରିଚିତ ହବେ। ଏହିରୂପେ ସମାନେେ ଦେଶ ଶୁଚି କରିବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆହୁରି, ଏକ ନଗରର ନାମ ହାମୋନା (ଲୋକାରଣ୍ୟ) ହେବ । ଏହିରୂପେ ସେମାନେ ଦେଶ ଶୁଚି କରିବେ ।
Odia Bible ERV 2004 (ପବିତ୍ର ବାଇବଲ)
ଆଉ ସେହି ‘ମୃତମାନଙ୍କର ନଗରର’ ନାମ ହାମୋନା ନାମରେ ପରିଚିତ ହେବ। ଏହିରୂପେ ସେମାନେ ଦେଶ ଶୁଚି କରିବେ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆହୁରି, ଏକ ନଗରର ନାମ ‘ହାମୋନା’ (ଲୋକସମୂହ) ହେବ। ଏହିରୂପେ ସେମାନେ ଦେଶ ଶୁଚି କରିବେ।
Odia IRV 2017 (ଓଡିଆ ବାଇବେଲ)
ଆହୁରି, ଏକ ନଗରର ନାମ ହାମୋନା (ଲୋକସମୂହ) ହେବ। ଏହିରୂପେ ସେମାନେ ଦେଶ ଶୁଚି କରିବେ।