Ezekiel 40:12 — Compare Translations
5 translations compared side by side
Odia - 1840
"ପ୍ରତି କଠାେରୀର ସମ୍ମୁଖ ରେ ଏ ପାଖ ରେ ଏକ ହାତ ଓସାର ଓ ସେ ପାଖ ରେ ଏକ ହାତ ଲମ୍ବା; େଛାଟ କାନ୍ଥ ଥିଲା। ଆଉ ପ୍ରେତ୍ୟକକ କଠାେରୀ ଛଅହାତ ବର୍ଗ ପରିମିତ ଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ କ୍ଷୁଦ୍ର କୋଠରିସକଳର ସମ୍ମୁଖରେ, ଏପାଖରେ ଏକ ହାତ, ସେପାଖରେ ଏକ ହାତ ପ୍ରା; ଥିଲା ଓ ପ୍ରତ୍ୟେକ କ୍ଷୁଦ୍ର କୋଠରି ଏକ ପାଖରେ ଛଅ ହାତ, ଅନ୍ୟ ପାଖରେ ଛଅ ହାତ ଥିଲା ।
Odia Bible ERV 2004 (ପବିତ୍ର ବାଇବଲ)
ପ୍ରତି କୋଠରୀର ସମ୍ମୁଖରେ ଏ ପାଖରେ ଏକ ହାତ ଓସାର ଓ ସେ ପାଖରେ ଏକ ହାତ ଲମ୍ବ ଛୋଟ କାନ୍ଥ ଥିଲା। ଆଉ ପ୍ରତ୍ୟେକ କୋଠରୀ ଛଅହାତ ବର୍ଗ ପରିମିତ ଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ କ୍ଷୁଦ୍ର କୋଠରିସକଳର ସମ୍ମୁଖରେ, ଏପାଖରେ ଏକ ହାତ, ସେପାଖରେ ଏକ ହାତ ଧାର ଥିଲା ଓ ପ୍ରତ୍ୟେକ କ୍ଷୁଦ୍ର କୋଠରି ଏକ ପାଖରେ ଛଅ ହାତ, ଅନ୍ୟ ପାଖରେ ଛଅ ହାତ ଥିଲା।
Odia IRV 2017 (ଓଡିଆ ବାଇବେଲ)
ଆଉ କ୍ଷୁଦ୍ର କୋଠରି ସକଳର ସମ୍ମୁଖରେ, ଏପାଖରେ ଏକ ହାତ, ସେପାଖରେ ଏକ ହାତ ଧାର ଥିଲା ଓ ପ୍ରତ୍ୟେକ କ୍ଷୁଦ୍ର କୋଠରି ଏକ ପାଖରେ ଛଅ ହାତ, ଅନ୍ୟ ପାଖରେ ଛଅ ହାତ ଥିଲା।