Ezekiel 40:18 — Compare Translations
5 translations compared side by side
Odia - 1840
"ସହେି ଚଟାଣ ଦ୍ବାରର ଦୀର୍ଘତାନୁସା ରେ ପ୍ରଶସ୍ତ ଥିଲା, ଆଉ ସହେି ଚଟାଣ ଦ୍ବାରସବୁର ପାଶର୍ବ ରେ ଥିଲା ଓ ଏହା ନିମ୍ନତର ଚଟାଣ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ସେହି ଚଟାଣ ଦ୍ଵାରସକଳର ପାର୍ଶ୍ଵରେ, ଦ୍ଵାରର ଦୀର୍ଘତାନୁସାରେ ଥିଲା, ଏହା ନିମ୍ନତର ଚଟାଣ ।
Odia Bible ERV 2004 (ପବିତ୍ର ବାଇବଲ)
ସେହି ଚଟାଣ ଦ୍ୱାରର ଦୀର୍ଘତାନୁସାରେ ପ୍ରଶସ୍ତ ଥିଲା, ଆଉ ସେହି ଚଟାଣ ଦ୍ୱାରସବୁର ପାର୍ଶ୍ୱରେ ଥିଲା ଓ ଏହା ନିମ୍ନତର ଚଟାଣ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ସେହି ଚଟାଣ ଦ୍ୱାରସକଳର ପାର୍ଶ୍ୱରେ, ଦ୍ୱାରର ଦୀର୍ଘତାନୁସାରେ ଥିଲା, ଏହା ନିମ୍ନତର ଚଟାଣ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ସେହି ଚଟାଣ ଦ୍ୱାରସକଳର ପାର୍ଶ୍ୱରେ, ଦ୍ୱାରର ଦୀର୍ଘତାନୁସାରେ ଥିଲା, ଏହା ନିମ୍ନତର ଚଟାଣ।