Ezekiel 40:22 — Compare Translations
5 translations compared side by side
Odia - 1840
"ଏବଂ ତାହାର କଳାକବାଟି, ମଣ୍ଡପ ଓ ଖାଦେିତ ଖଜୁର୍ର ବୃକ୍ଷର ମାପ ପୂର୍ବାଭିମୁଖ ଦ୍ବାରର ମାପ ଅନୁସାରେ ଥିଲା। ସାତାଟେି ପାହାଚ ଫାଟକ ଆଡ଼କୁ ୟାଇଥିଲା ଏବଂ ଏହାର ପ୍ରାଙ୍ଗଣ ଶଷେ ଫାଟକର ଭିତର ପାଖ ରେ ଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ତହିଁର ଜଳାକବାଟି ଓ ମଣ୍ତପ ଓ ଖର୍ଜ୍ଜୁରବୃକ୍ଷର ଆକୃତିସକଳ ପୂର୍ବାଭିମୁଖ ଦ୍ଵାରର ପରିମାଣାନୁସାରେ ଥିଲା; ଲୋକମାନେ ସାତ ପାବଚ୍ଛ ଦେଇ ତହିଁ ଉପରକୁ ଗଲେ ଓ ତହିଁର ମଣ୍ତପ ତହିଁ ସମ୍ମୁଖରେ ଥିଲା ।
Odia Bible ERV 2004 (ପବିତ୍ର ବାଇବଲ)
ଏବଂ ତାହାର ଜଳାକବାଟି, ମଣ୍ଡପ ଓ ଖୋଦିତ ଖର୍ଜ୍ଜୁର ବୃକ୍ଷର ମାପ ପୂର୍ବାଭିମୁଖ ଦ୍ୱାରର ମାପ ଅନୁସାରେ ଥିଲା। ସାତୋଟି ପାହାଚ ଫାଟକ ଆଡ଼କୁ ଯାଇଥିଲା ଏବଂ ଏହାର ପ୍ରାଙ୍ଗଣ ଶେଷ ଫାଟକର ଭିତର ପାଖରେ ଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ତହିଁର ଜଳାକବାଟି, ମଣ୍ଡପ ଓ ଖର୍ଜ୍ଜୁର ବୃକ୍ଷର ଆକୃତିସକଳ ପୂର୍ବାଭିମୁଖ ଦ୍ୱାରର ପରିମାଣାନୁସାରେ ଥିଲା; ଲୋକମାନେ ସାତ ପାହାଚ ଦେଇ ତହିଁ ଉପରକୁ ଗଲେ ଓ ତହିଁର ମଣ୍ଡପ ତହିଁ ସମ୍ମୁଖରେ ଥିଲା।
Odia IRV 2017 (ଓଡିଆ ବାଇବେଲ)
ପୁଣି, ତହିଁର ଜଳାକବାଟି, ମଣ୍ଡପ ଓ ଖର୍ଜ୍ଜୁର ବୃକ୍ଷର ଆକୃତିସକଳ ପୂର୍ବାଭିମୁଖ ଦ୍ୱାରର ପରିମାଣାନୁସାରେ ଥିଲା; ଲୋକମାନେ ସାତ ପାହାଚ ଦେଇ ତହିଁ ଉପରକୁ ଗଲେ ଓ ତହିଁର ମଣ୍ଡପ ତହିଁ ସମ୍ମୁଖରେ ଥିଲା।