Ezekiel 40:24 — Compare Translations

5 translations compared side by side

Odia - 1840
"ତା'ପ ରେ ସେ ମାେତେ ଦକ୍ଷିଣ ପାଶର୍‌ବକୁ କଢ଼ାଇ ନେଲେ। ଏବଂ ସଠାେ ରେ ପୂର୍ବକୁ ମୁହଁ କରିଥିବା ଫାଟକ ଥିଲା। ସେ ଏହାର ପାଶର୍‌ବକାନ୍ଥ ପ୍ରାଙ୍ଗଣକୁ ମାପିଲେ। ସମାନେେ ଅନ୍ୟ ଫାଟକ ପରି ଏହାକୁ ମାପିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅନନ୍ତର ସେ ମୋତେ ଦକ୍ଷିଣ ଦିଗକୁ ନେଇଗଲେ, ଆଉ ଦେଖ, ଦକ୍ଷିଣ ଆଡ଼େ ଏକ ଦ୍ଵାର ଥିଲା; ଆଉ, ସେ ଉପରୋକ୍ତ ପରିମାଣାନୁସାରେ ତହିଁର ଉପସ୍ତମ୍ଭ ଓ ମଣ୍ତପସକଳ ପରିମାଣ କଲେ।
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ସେ ମୋତେ ଦକ୍ଷିଣ ପାର୍ଶ୍ୱକୁ କଢ଼ାଇ ନେଲେ। ଏବଂ ସେଠାରେ ପୂର୍ବକୁ ମୁହଁ କରିଥିବା ଫାଟକ ଥିଲା। ସେ ଏହାର ପାର୍ଶ୍ୱକାନ୍ଥ ପ୍ରାଙ୍ଗଣକୁ ମାପିଲେ। ସେମାନେ ଅନ୍ୟ ଫାଟକ ପରି ଏହାକୁ ମାପିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିଉତ୍ତାରେ ସେ ମୋତେ ଦକ୍ଷିଣ ଦିଗକୁ ନେଇଗଲେ, ଆଉ ଦେଖ, ଦକ୍ଷିଣ ଆଡ଼େ ଏକ ଦ୍ୱାର ଥିଲା; ଆଉ, ସେ ଉପରୋକ୍ତ ପରିମାଣାନୁସାରେ ତହିଁର ଉପସ୍ତମ୍ଭ ଓ ମଣ୍ଡପସକଳ ପରିମାଣ କଲେ।
Odia IRV 2017 (ଓଡିଆ ବାଇବେଲ)
ଏଥିଉତ୍ତାରେ ସେ ମୋତେ ଦକ୍ଷିଣ ଦିଗକୁ ନେଇଗଲେ, ଆଉ ଦେଖ, ଦକ୍ଷିଣଆଡ଼େ ଏକ ଦ୍ୱାର ଥିଲା; ଆଉ, ସେ ଉପରୋକ୍ତ ପରିମାଣାନୁସାରେ ତହିଁର ଉପସ୍ତମ୍ଭ ଓ ମଣ୍ଡପସକଳ ପରିମାଣ କଲେ।