Ezekiel 40:25 — Compare Translations

5 translations compared side by side

Odia - 1840
"ପୁଣି ସେ ଦ୍ବାର ରେ ଓ ତାହାର ମଣ୍ଡପ ସକଳର ଚାରିଆଡ଼େ ପୂର୍ବୋକ୍ତ ଫାଟକ ପରି କଳାକବାଟି ଥିଲା। ଏହାର ର୍ଦୈଘ୍ଯ ପଚାଶ ହାତ ଓ ପ୍ରସ୍ଥ ପଚିଶ ହାତ ଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ତହିଁରେ ଓ ତହିଁର ମଣ୍ତପସକଳର ଚାରିଆଡ଼େ ପୂର୍ବୋକ୍ତ ଜଳାକବାଟି ପରି ଜଳାକବାଟି ଥିଲା; ଦୀର୍ଘତା ପଚାଶ ହାତ ଓ ପ୍ରସ୍ଥ ପଚିଶ ହାତ ଥିଲା ।
Odia Bible ERV 2004 (ପବିତ୍ର ବାଇବଲ)
ପୁଣି ସେ ଦ୍ୱାରରେ ଓ ତାହାର ମଣ୍ଡପ ସକଳର ଗ୍ଭରିଆଡ଼େ ପୂର୍ବୋକ୍ତ ଫାଟକ ପରି ଜଳାକବାଟି ଥିଲା। ଏହାର ଦୈର୍ଘ୍ୟ ପଗ୍ଭଶ୍ ହାତ ଓ ପ୍ରସ୍ଥ ପଚିଶ୍ ହାତ ଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ତହିଁରେ ଓ ତହିଁର ମଣ୍ଡପସକଳର ଚାରିଆଡ଼େ ପୂର୍ବୋକ୍ତ ଜଳାକବାଟି ପରି ଜଳାକବାଟି ଥିଲା; ଦୀର୍ଘତା ପଚାଶ ହାତ ଓ ପ୍ରସ୍ଥ ପଚିଶ ହାତ ଥିଲା।
Odia IRV 2017 (ଓଡିଆ ବାଇବେଲ)
ପୁଣି, ତହିଁରେ ଓ ତହିଁର ମଣ୍ଡପସକଳର ଚାରିଆଡ଼େ ପୂର୍ବୋକ୍ତ ଜଳାକବାଟି ପରି ଜଳାକବାଟି ଥିଲା; ଦୀର୍ଘତା ପଚାଶ ହାତ ଓ ପ୍ରସ୍ଥ ପଚିଶ ହାତ ଥିଲା।