Ezekiel 40:26 — Compare Translations
5 translations compared side by side
Odia - 1840
"ତାହା ଉପରକୁ ୟିବା ପାଇଁ ସାତାଟେି ପାବଚ୍ଛ ଥିଲା। ଏହାର ମଣ୍ଡପ ଶଷେ ଫାଟକର ଭିତର ଭାଗ ରେ ଥିଲା। ଫାଟକର ଉଭୟ ପାଶର୍ବର କାନ୍ଥ ରେ ଖଜ୍ଜୁର୍ର ବୃକ୍ଷର ଛବି ଖାଦେିତ ଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହିଁ ଉପରକୁ ଯିବା ପାଇଁ ସାତୋଟି ପାବଚ୍ଛ ଥିଲା ଓ ତହିଁର ମଣ୍ତପ ତହିଁ ସମ୍ମୁଖରେ ଥିଲା; ପୁଣି, ତହିଁର ଉପସ୍ତମ୍ଭସକଳର ଏପାଖରେ ସେପାଖରେ ଏକ ଏକ ଖର୍ଜ୍ଜୁର ବୃକ୍ଷର ଆକୃତି ଥିଲା ।
Odia Bible ERV 2004 (ପବିତ୍ର ବାଇବଲ)
ତାହା ଉପରକୁ ଯିବା ପାଇଁ ସାତୋଟି ପାବଚ୍ଛ ଥିଲା। ଏହାର ମଣ୍ଡପ ଶେଷ ଫାଟକର ଭିତର ଭାଗରେ ଥିଲା। ଫାଟକର ଉଭୟ ପାର୍ଶ୍ୱର କାନ୍ଥରେ ଖଜ୍ଜୁର୍ର ବୃକ୍ଷର ଛବି ଖୋଦିତ ଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହିଁ ଉପରକୁ ଯିବା ପାଇଁ ସାତୋଟି ପାବଚ୍ଛ ଥିଲା ଓ ତହିଁର ମଣ୍ଡପ ତହିଁ ସମ୍ମୁଖରେ ଥିଲା; ପୁଣି, ତହିଁର ଉପସ୍ତମ୍ଭସକଳର ଏପାଖରେ ସେପାଖରେ ଏକ ଏକ ଖର୍ଜ୍ଜୁର ବୃକ୍ଷର ଆକୃତି ଥିଲା।
Odia IRV 2017 (ଓଡିଆ ବାଇବେଲ)
ତହିଁ ଉପରକୁ ଯିବା ପାଇଁ ସାତୋଟି ପାବଚ୍ଛ ଥିଲା ଓ ତହିଁର ମଣ୍ଡପ ତହିଁ ସମ୍ମୁଖରେ ଥିଲା; ପୁଣି, ତହିଁର ଉପସ୍ତମ୍ଭସକଳର ଏପାଖରେ ସେପାଖରେ ଏକ ଏକ ଖର୍ଜ୍ଜୁର ବୃକ୍ଷର ଆକୃତି ଥିଲା।