Ezekiel 40:33 — Compare Translations
5 translations compared side by side
Odia - 1840
"ତା'ର କଠାେରୀଗୁଡ଼ିକ, କାନ୍ଥଗୁଡ଼ିକ ଏବଂ ସ୍ତମ୍ଭଗୁଡ଼ିକର ମଧ୍ଯ ସହେି ପରିମାଣ ଅନୁସାରେ ମାପିଲେ। ତହିଁର ଫାଟକ ଓ ପ୍ରାଙ୍ଗଣର ଚାରିଆଡ଼େ ଜଳାକବାଟି ଥିଲା। ତାହା ପଚାଶ ହାତ ଲମ୍ବ ଓ ପଚିଶ ହାତ ପ୍ରସ୍ଥ ଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ତହିଁର କ୍ଷୁଦ୍ର କୋଠରି ଓ ଉପସ୍ତମ୍ଭ ଓ ମଣ୍ତପସକଳ ସେହି ପରିମାଣାନୁସାରେ ମାପିଲେ; ପୁଣି, ତହିଁରେ ଓ ତହିଁର ମଣ୍ତପସକଳର ଚାରିଆଡ଼େ ଜଳାକବାଟି ଥିଲା; ତାହା ଦୀର୍ଘରେ ପଚାଶ ହାତ ଓ ପ୍ରସ୍ଥରେ ପଚିଶ ହାତ ।
Odia Bible ERV 2004 (ପବିତ୍ର ବାଇବଲ)
ତା’ର କୋଠରୀଗୁଡ଼ିକ, କାନ୍ଥଗୁଡ଼ିକ ଏବଂ ସ୍ତମ୍ଭଗୁଡ଼ିକର ମଧ୍ୟ ସେହି ପରିମାଣ ଅନୁସାରେ ମାପିଲେ। ତହିଁର ଫାଟକ ଓ ପ୍ରାଙ୍ଗଣର ଗ୍ଭରିଆଡ଼େ ଜଳାକବାଟି ଥିଲା। ତାହା ପଗ୍ଭଶ୍ ହାତ ଲମ୍ବ ଓ ପଚିଶ୍ ହାତ ପ୍ରସ୍ଥ ଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ତହିଁର କ୍ଷୁଦ୍ର କୋଠରି ଓ ଉପସ୍ତମ୍ଭ ଓ ମଣ୍ଡପସକଳ ସେହି ପରିମାଣାନୁସାରେ ମାପିଲେ; ପୁଣି, ତହିଁରେ ଓ ତହିଁର ମଣ୍ଡପସକଳର ଚାରିଆଡ଼େ ଜଳାକବାଟି ଥିଲା; ତାହା ଦୀର୍ଘରେ ପଚାଶ ହାତ ଓ ପ୍ରସ୍ଥରେ ପଚିଶ ହାତ।
Odia IRV 2017 (ଓଡିଆ ବାଇବେଲ)
ଆଉ, ତହିଁର କ୍ଷୁଦ୍ର କୋଠରି ଓ ଉପସ୍ତମ୍ଭ ଓ ମଣ୍ଡପସକଳ ସେହି ପରିମାଣାନୁସାରେ ମାପିଲେ; ପୁଣି, ତହିଁରେ ଓ ତହିଁର ମଣ୍ଡପସକଳର ଚାରିଆଡ଼େ ଜଳାକବାଟି ଥିଲା; ତାହା ଦୀର୍ଘରେ ପଚାଶ ହାତ ଓ ପ୍ରସ୍ଥରେ ପଚିଶ ହାତ।