Ezekiel 40:35 — Compare Translations

5 translations compared side by side

Odia - 1840
"ତା'ପ ରେ ସେ ମାେତେ ଉତ୍ତର ଦ୍ବାରକୁ ଆଣିଲେ ଓ ତାହାକୁ ମାପିଲେ। ତା'ର ମାପସବୁ ଅନ୍ଯାନ୍ଯ ଫାଟକର ମାପ ସହିତ ସମାନ ଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହୁଁ ସେ ମୋତେ ଉତ୍ତର ଦ୍ଵାରକୁ ଆଣିଲେ ଓ ସେ ପୂର୍ବୋକ୍ତ ପରିମାଣାନୁସାରେ ତାହା ମାପିଲେ;
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ସେ ମୋତେ ଉତ୍ତର ଦ୍ୱାରକୁ ଆଣିଲେ ଓ ତାହାକୁ ମାପିଲେ। ତା’ର ମାପସବୁ ଅନ୍ୟାନ୍ୟ ଫାଟକର ମାପ ସହିତ ସମାନ ଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହୁଁ ସେ ମୋତେ ଉତ୍ତର ଦ୍ୱାରକୁ ଆଣିଲେ ଓ ସେ ପୂର୍ବୋକ୍ତ ପରିମାଣାନୁସାରେ ତାହା ମାପିଲେ;
Odia IRV 2017 (ଓଡିଆ ବାଇବେଲ)
ତହୁଁ ସେ ମୋତେ ଉତ୍ତର ଦ୍ୱାରକୁ ଆଣିଲେ ଓ ସେ ପୂର୍ବୋକ୍ତ ପରିମାଣାନୁସାରେ ତାହା ମାପିଲେ;