Ezekiel 40:41 — Compare Translations
5 translations compared side by side
Odia - 1840
"କାନ୍ଥର ଭିତର ପାଖ ରେ ଚାରୋଟି ମଜେ ଓ ବାହାର ପାଖର କାନ୍ଥର ଚା ରୋଟି ମଜେ, ଏହିପରି ଆଠ ମଜେ ଥିଲା। ଏହି ଆଠଟି ମଜେକୁ ଯାଜକମାନେ ବଳିଦାନ ଉତ୍ସର୍ଗ କଲା ବେଳେ ବ୍ଯବହାର କରୁଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଦ୍ଵାର ପାର୍ଶ୍ଵର ଏପାଖରେ ଚାରି ମେଜ, ସେପାଖରେ ଚାରି ମେଜ ଥିଲା; ଏହିରୂପେ ଆଠ ମେଜ ଥିଲା, ତହିଁ ଉପରେ ବଳି ବଧ କରାଗଲା ।
Odia Bible ERV 2004 (ପବିତ୍ର ବାଇବଲ)
କାନ୍ଥର ଭିତର ପାଖରେ ଗ୍ଭରୋଟୀ ମେଜ ଓ ବାହାର ପାଖର କାନ୍ଥର ଗ୍ଭରୋଟି ମେଜ, ଏହିପରି ଆଠ ମେଜ ଥିଲା। ଏହି ଆଠଟି ମେଜକୁ ଯାଜକମାନେ ବଳିଦାନ ଉତ୍ସର୍ଗ କଲାବେଳେ ବ୍ୟବହାର କରୁଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଦ୍ୱାର ପାର୍ଶ୍ୱର ଏପାଖରେ ଚାରି ମେଜ, ସେପାଖରେ ଚାରି ମେଜ ଥିଲା; ଏହିରୂପେ ଆଠ ମେଜ ଥିଲା, ତହିଁ ଉପରେ ବଳି ବଧ କରାଗଲା।
Odia IRV 2017 (ଓଡିଆ ବାଇବେଲ)
ଦ୍ୱାର ପାର୍ଶ୍ୱର ଏପାଖରେ ଚାରି ମେଜ, ସେପାଖରେ ଚାରି ମେଜ ଥିଲା; ଏହିରୂପେ ଆଠ ମେଜ ଥିଲା, ତହିଁ ଉପରେ ବଳି ବଧ କରାଗଲା।