Ezekiel 40:49 — Compare Translations
5 translations compared side by side
Odia - 1840
"ତ୍ବରଣଟିର ର୍ଦୈଘ୍ଯ କୋଡ଼ିଏ ହାତ ଓ ପ୍ରସ୍ଥ ବାର ହାତ ଥିଲା। ଦଶଟି ପାହାଚ ତ୍ବରଣକୁ ୟାଇଥିଲା। ଉଭୟ ପାଶର୍ବର ପ୍ରେତ୍ୟକକ କାନ୍ଥ ପାଇଁ ଦୁଇଟି ଲଖାଏଁେ ସ୍ତମ୍ଭ ଥିଲା। ଗୋଟିଏ କାନ୍ଥ ରେ ଗୋଟିଏ ସ୍ତମ୍ଭ ଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ବରଣ୍ତାର ଦୀର୍ଘ କୋଡ଼ିଏ ହାତ ଓ ତହିଁର ପ୍ରସ୍ଥ ଏଗାର ହାତ ଓ ପାବଚ୍ଛ ଦେଇ ଲୋକମାନେ ଉପରକୁ ଗଲେ, ଆଉ ଉପସ୍ତମ୍ଭମାନଙ୍କ ନିକଟରେ ଏପାଖେ ଏକ ଓ ସେପାଖେ ଏକ ସ୍ତମ୍ଭ ଥିଲା ।
Odia Bible ERV 2004 (ପବିତ୍ର ବାଇବଲ)
ତ୍ୱରଣଟିର ଦୈର୍ଘ୍ୟ କୋଡ଼ିଏ ହାତ ଓ ପ୍ରସ୍ଥ ବାର ହାତ ଥିଲା। ଦଶ ଗୋଟି ପାହାଚ ତ୍ୱରଣକୁ ଯାଇଥିଲା। ଉଭୟ ପାର୍ଶ୍ୱର ପ୍ରତ୍ୟେକ କାନ୍ଥ ପାଇଁ ଦୁଇଟି ଲେଖାଏଁ ସ୍ତମ୍ଭ ଥିଲା। ଗୋଟିଏ କାନ୍ଥରେ ଗୋଟିଏ ସ୍ତମ୍ଭ ଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ବାରଣ୍ଡାର ଦୀର୍ଘ କୋଡ଼ିଏ ହାତ; ତହିଁର ପ୍ରସ୍ଥ ଏଗାର ହାତ ଓ ପାବଚ୍ଛ ଦେଇ ଲୋକମାନେ ଉପରକୁ ଗଲେ, ଆଉ ଉପସ୍ତମ୍ଭମାନଙ୍କ ନିକଟରେ ଏପାଖେ ଏକ ଓ ସେପାଖେ ଏକ ସ୍ତମ୍ଭ ଥିଲା।
Odia IRV 2017 (ଓଡିଆ ବାଇବେଲ)
ବାରଣ୍ଡାର ଦୀର୍ଘ କୋଡ଼ିଏ ହାତ; ତହିଁର ପ୍ରସ୍ଥ ଏଗାର ହାତ ଓ ପାବଚ୍ଛ ଦେଇ ଲୋକମାନେ ଉପରକୁ ଗଲେ, ଆଉ ଉପସ୍ତମ୍ଭମାନଙ୍କ ନିକଟରେ ଏପାଖେ ଏକ ଓ ସେପାଖେ ଏକ ସ୍ତମ୍ଭ ଥିଲା।