Ezekiel 41:23 — Compare Translations
5 translations compared side by side
Odia - 1840
"ମନ୍ଦିର ଓ ମହାପବିତ୍ରସ୍ଥାନର ଦୁଇଟି ଲଖାଏଁେ ଦ୍ବାର ଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମନ୍ଦିର ଓ ପବିତ୍ର ସ୍ଥାନର ଦୁଇ ଦ୍ଵାର ଥିଲା ।
Odia Bible ERV 2004 (ପବିତ୍ର ବାଇବଲ)
ମନ୍ଦିର ଓ ମହାପବିତ୍ର ସ୍ଥାନର ଦୁଇଟି ଲେଖାଏଁ ଦ୍ୱାର ଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମନ୍ଦିର ଓ ପବିତ୍ର ସ୍ଥାନର ଦୁଇ ଦ୍ୱାର ଥିଲା।
Odia IRV 2017 (ଓଡିଆ ବାଇବେଲ)
ମନ୍ଦିର ଓ ପବିତ୍ର ସ୍ଥାନର ଦୁଇ ଦ୍ୱାର ଥିଲା।