Ezekiel 41:9 — Compare Translations

5 translations compared side by side

Odia - 1840
"ପାଶର୍‌ବ କୋଠରୀଗୁଡ଼ିକର ବାହାର କାନ୍ଥ ପାଞ୍ଚହାତ ପ୍ରସ୍ଥ ଥିଲା। ମନ୍ଦିରର ପାଶର୍‌ବସ୍ଥ କଠାେରୀ ମଧିଅରେ ଏକ ଖାେଲା ସ୍ଥାନ ଅବଶିଷ୍ଟ ଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ବାହାର ଭାଗରେ ପାର୍ଶ୍ଵସ୍ଥ କୋଠରିସକଳର କାନ୍ଥ ପାଞ୍ଚ ହାତ ପ୍ରସ୍ଥ ଥିଲା ଓ ଅବଶିଷ୍ଟ ଯେଉଁ ସ୍ଥାନ ରହିଲା, ତାହା ଗୃହର ପାର୍ଶ୍ଵସ୍ଥ କୋଠରିର ସ୍ଥାନ ଥିଲା ।
Odia Bible ERV 2004 (ପବିତ୍ର ବାଇବଲ)
ପାର୍ଶ୍ୱ କୋଠରୀଗୁଡ଼ିକର ବାହାର କାନ୍ଥ ପାଞ୍ଚ ହାତ ପ୍ରସ୍ଥ ଥିଲା। ମନ୍ଦିରର ପାର୍ଶ୍ୱସ୍ଥ କୋଠରୀ ମଧ୍ୟରେ ଏକ ଖୋଲା ସ୍ଥାନ ଅବଶିଷ୍ଟ ଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ବାହାର ଭାଗରେ ପାର୍ଶ୍ୱସ୍ଥ କୋଠରିସକଳର କାନ୍ଥ ପାଞ୍ଚ ହାତ ପ୍ରସ୍ଥ ଥିଲା ଓ ଅବଶିଷ୍ଟ ଯେଉଁ ସ୍ଥାନ ରହିଲା, ତାହା ଗୃହର ପାର୍ଶ୍ୱସ୍ଥ କୋଠରିର ସ୍ଥାନ ଥିଲା।
Odia IRV 2017 (ଓଡିଆ ବାଇବେଲ)
ବାହାର ଭାଗରେ ପାର୍ଶ୍ୱସ୍ଥ କୋଠରି ସକଳର କାନ୍ଥ ପାଞ୍ଚ ହାତ ପ୍ରସ୍ଥ ଥିଲା ଓ ଅବଶିଷ୍ଟ ଯେଉଁ ସ୍ଥାନ ରହିଲା, ତାହା ଗୃହର ପାର୍ଶ୍ୱସ୍ଥ କୋଠରିର ସ୍ଥାନ ଥିଲା।