Ezekiel 42:15 — Compare Translations

5 translations compared side by side

Odia - 1840
"ମନ୍ଦିରର ଭିତର ପାଖଗୁଡ଼ିକ ମାପି ସାରିଲା ପ ରେ ସେ ପୂର୍ବାଭିମୁଖ ଦ୍ବାରର ପଥଦଇେ ମାେତେ ବାହାରକୁ ଆଣିଲେ ଓ ତାହାର ଚତୁର୍ଦ୍ଦିଗ ମାପିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଭିତର ଗୃହ ମାପିବାର ସମାପ୍ତ କଲା ଉତ୍ତାରେ ସେ ପୂର୍ବାଭିମୁଖ ଦ୍ଵାରର ପଥ ଦେଇ ମୋତେ ବାହାରକୁ ଆଣିଲେ ଓ ତହିଁର ଚତୁର୍ଦ୍ଦିଗ ମାପିଲେ ।
Odia Bible ERV 2004 (ପବିତ୍ର ବାଇବଲ)
ବହିଃସ୍ଥ ଘରର ଅଗଣା ମନ୍ଦିରର ଭିତର ପାଖଗୁଡ଼ିକ ମାପି ସାରିଲା ପରେ ସେ ପୂର୍ବାଭିମୁଖ ଦ୍ୱାରର ପଥଦେଇ ମୋତେ ବାହାରକୁ ଆଣିଲେ ଓ ତାହାର ଚତୁର୍ଦ୍ଦିଗ ମାପିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଭିତର ଗୃହ ମାପିବାର ସମାପ୍ତ କଲା ଉତ୍ତାରେ ସେ ପୂର୍ବାଭିମୁଖ ଦ୍ୱାରର ପଥ ଦେଇ ମୋତେ ବାହାରକୁ ଆଣିଲେ ଓ ତହିଁର ଚତୁର୍ଦ୍ଦିଗ ମାପିଲେ।
Odia IRV 2017 (ଓଡିଆ ବାଇବେଲ)
ଭିତର ଗୃହ ମାପିବାର ସମାପ୍ତ କଲା ଉତ୍ତାରେ ସେ ପୂର୍ବାଭିମୁଖ ଦ୍ୱାରର ପଥ ଦେଇ ମୋତେ ବାହାରକୁ ଆଣିଲେ ଓ ତହିଁର ଚତୁର୍ଦ୍ଦିଗ ମାପିଲେ।